ଭୂତ ଭୟରେ ହଷ୍ଟେଲ୍‌ ଖାଲି !

ଉଦଳା (ମାନସ ପାଣି): ଭୂତ ଭୟରେ ହଷ୍ଟେଲ୍‌ ଛାଡ଼ିଦେଲେ ଅନ୍ତେବାସୀ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାଞ୍ଛା କଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲ୍‌ରେ। ଆଜି ସକାଳେ ସେହି ହଷ୍ଟେଲ୍‌ର ପାଞ୍ଚ ଜଣ ଛାତ୍ରଙ୍କୁ ଉଦଳା ବସ୍‌ଷ୍ଟାଣ୍ଡରୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏହି ଛାତ୍ରମାନଙ୍କୁ ବସ୍‌ଷ୍ଟାଣ୍ଡରେ ଦେଖି ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ପଚରାଉଚରା କରିଥିଲେ। ସେମାନେ ହିଁ ହଷ୍ଟେଲ୍‌ରେ ଭୂତ ଥିବା […]

udala

udala

Jyoshna Pradhan
  • Published: Sunday, 22 September 2019
  • Updated: 22 September 2019, 03:12 PM IST

Sports

Latest News

ଉଦଳା (ମାନସ ପାଣି): ଭୂତ ଭୟରେ ହଷ୍ଟେଲ୍‌ ଛାଡ଼ିଦେଲେ ଅନ୍ତେବାସୀ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାଞ୍ଛା କଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲ୍‌ରେ। ଆଜି ସକାଳେ ସେହି ହଷ୍ଟେଲ୍‌ର ପାଞ୍ଚ ଜଣ ଛାତ୍ରଙ୍କୁ ଉଦଳା ବସ୍‌ଷ୍ଟାଣ୍ଡରୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ଛାତ୍ରମାନଙ୍କୁ ବସ୍‌ଷ୍ଟାଣ୍ଡରେ ଦେଖି ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ପଚରାଉଚରା କରିଥିଲେ। ସେମାନେ ହିଁ ହଷ୍ଟେଲ୍‌ରେ ଭୂତ ଥିବା କଥା କହିଥିଲେ। ସେମାନଙ୍କ କହିବା ଅନୁସାରେ, ହଷ୍ଟେଲ୍‌ରେ ଭୂତ ଡରାଉ ଥିବାରୁ ପୂର୍ବ ୬୦ ପିଲା ହଷ୍ଟେଲ୍ ଛାଡ଼ି ପଳାଇଥିଲେ। ଗତକାଲି ୨୦ରୁ ୧୫ ପିଲା ପଳାଇ ଥିବା ବେଳେ ସେମାନେ ୫ ଜଣ ରହିଯାଇଥିଲେ। ଆଜି ସକାଳେ ସେମାନେ ପ୍ରଥମେ ବିଦ୍ୟାଳୟରୁ ଚାଲି ଚାଲି ଔପଦା ଛକ ପର୍ଯ୍ୟନ୍ତ ଆସିଥିଲେ। ଏହାପରେ ବସ୍ ଯୋଗେ ଉଦଳା ଆସି ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ।

ଉଦ୍ଧାର ଛାତ୍ରମାନଙ୍କ  ମଧ୍ୟରୁ ୩ ଜଣ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଦୁଇ ଜଣ ଅଷ୍ଟମ ଶ୍ରେଣୀର। ସେମାନଙ୍କ ଘର ଉଦଳା ଥାନା ଅନ୍ତର୍ଗତ ବଡ଼ସିଙ୍ଗାରିଆ ଏବଂ କଦଳୀବାଡ଼ିଆ ଅଞ୍ଚଳରେ। ସେମାନଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି।

ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣା ସମ୍ପର୍କରେ ପୁଲିସ୍‌ କିମ୍ୱା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story