୩୧ ପରେ ‘ବଲାଙ୍ଗିର ମେଡିକାଲ୍ କଲେଜ’ରେ ପାଠପଢ଼ା

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲାବାସୀଙ୍କ ଦୀର୍ଘଦିନ ମେଡିକାଲ୍ କଲେଜ୍‌ ସ୍ୱପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଆସନ୍ତା ୩୧ ତାରିଖରେ ଏହାର ଉଦ୍‌ଘାଟନ ପରେ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ୍‌ କରିବେ। ଏକଥା ଜଣାପଡ଼ିବା ପରେ ବଲାଙ୍ଗିରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ୧୯ ବର୍ଷର କଠିନ ଯାତ୍ରା ପରେ ବଲାଙ୍ଗିର ମେଡିକାଲ୍ କଲେଜ୍‌ ଶେଷରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ସୂଚନାଯୋଗ୍ୟ […]

bolangiri

bolangiri

Biswobandita Swain
  • Published: Wednesday, 29 August 2018
  • Updated: 29 August 2018, 02:45 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲାବାସୀଙ୍କ ଦୀର୍ଘଦିନ ମେଡିକାଲ୍ କଲେଜ୍‌ ସ୍ୱପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଆସନ୍ତା ୩୧ ତାରିଖରେ ଏହାର ଉଦ୍‌ଘାଟନ ପରେ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ୍‌ କରିବେ। ଏକଥା ଜଣାପଡ଼ିବା ପରେ ବଲାଙ୍ଗିରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ୧୯ ବର୍ଷର କଠିନ ଯାତ୍ରା ପରେ ବଲାଙ୍ଗିର ମେଡିକାଲ୍ କଲେଜ୍‌ ଶେଷରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ, ଏହି ମିଡିକାଲ୍ କଲେଜକୁ ‘ସନ୍ଥକବି ଭୀମଭୋଇ’ଙ୍କ ନାମରେ ନାମିତ କରାଯାଇଛି।
bolangiri୨୦୧୮ ଶିକ୍ଷାବର୍ଷରେ ଏଠାରେ ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। କେନ୍ଦ୍ର କୋଟାରେ ୧୫ ଜଣ ନାମ ଲେଖାଇଥିବା ବେଳେ ରାଜ୍ୟ କୋଟାରେ ବାକି ୮୫ ଜଣ ନାମ ଲେଖାଇଛନ୍ତି।
୧୯ ବର୍ଷ ତଳେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ପିପିପି ମୋଡ୍‌ରେ ମେଡିକାଲ୍ କଲେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାର କିଛିଦିନ ପାଇଁ ଏହାକୁ ହାତକୁ ନେଇଥିଲେ। ପରେ କେନ୍ଦ୍ରର ୭୫ ଓ ରାଜ୍ୟର ୨୫ ପ୍ରତିଶତ ବ୍ୟୟରେ ମେଡିକାଲ କଲେଜ ନିର୍ମାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story