କୃଷିମନ୍ତ୍ରୀଙ୍କ ବୟାନକୁ ମୃତ ଚାଷୀ ବାସୁଙ୍କ ପରିବାରର ବିରୋଧ

<p>ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଲେମ୍ବୁପାଳ ଗାଁର ଚାଷୀ ବାସୁ ହେମ୍ବ୍ରମ ଆତ୍ମହତ୍ୟା ଘଟଣାରେ କୃଷିମନ୍ତ୍ରୀଙ୍କ ବୟାନ ନେଇ ଉଠିଛି ବିବାଦ। ପାରିବାରିକ କଳହରୁ ବାସୁ ଆତ୍ମହତ୍ୟା କରିଥିଲେ ବୋଲି ଗତକାଲି କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ। ଯାହାକୁ ବାସୁଙ୍କ ପତ୍ନୀ ଓ ପୁଅ ଏହାକୁ ଦୃଢ଼ ବିରୋଧ କରିଛନ୍ତି।</p> <p>ବାସୁ ଚାଷ ପାଇଁ ଧାର କରଜ କରିଥିଲେ ନା ନାହିଁ, ସରକାର ଘରକୁ ଆସିଥିଲେ ସିନା ଜାଣିଥାନ୍ତେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।</p>

Ordigital Desk
  • Published: Thursday, 16 November 2017
  • Updated: 16 November 2017, 09:28 PM IST

Sports

Latest News

<p>ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଲେମ୍ବୁପାଳ ଗାଁର ଚାଷୀ ବାସୁ ହେମ୍ବ୍ରମ ଆତ୍ମହତ୍ୟା ଘଟଣାରେ କୃଷିମନ୍ତ୍ରୀଙ୍କ ବୟାନ ନେଇ ଉଠିଛି ବିବାଦ। ପାରିବାରିକ କଳହରୁ ବାସୁ ଆତ୍ମହତ୍ୟା କରିଥିଲେ ବୋଲି ଗତକାଲି କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ। ଯାହାକୁ ବାସୁଙ୍କ ପତ୍ନୀ ଓ ପୁଅ ଏହାକୁ ଦୃଢ଼ ବିରୋଧ କରିଛନ୍ତି।</p><p>ବାସୁ ଚାଷ ପାଇଁ ଧାର କରଜ କରିଥିଲେ ନା ନାହିଁ, ସରକାର ଘରକୁ ଆସିଥିଲେ ସିନା ଜାଣିଥାନ୍ତେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos