ଶୁକ୍ରବାରଠାରୁ ପାଗ ପରିବର୍ତ୍ତନର ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାରଠାରୁ ପାଗରେ ପରିବର୍ତ୍ତନ ସହ ଧୀରେ ଧରେ ତାତି କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ପରି ଗୁରୁବାର ମଧ୍ୟ ତାତି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଉପକୂଳ ଓଡ଼ିଶାରେ ବେଶି ତାତି ଅନୁଭୁତ ହେବ । ବୁଧବାର ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ଥିଲା […]

Heatwave

Heatwave

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 02:49 AM IST

Sports

Latest News

ଭୁବନେଶ୍ୱର: ଶୁକ୍ରବାରଠାରୁ ପାଗରେ ପରିବର୍ତ୍ତନ ସହ ଧୀରେ ଧରେ ତାତି କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ପରି ଗୁରୁବାର ମଧ୍ୟ ତାତି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଉପକୂଳ ଓଡ଼ିଶାରେ ବେଶି ତାତି ଅନୁଭୁତ ହେବ । ବୁଧବାର ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ୪୪ ଡିଗ୍ରୀ ଥିଲା । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଥିଲା । ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଗରମ ପବନ ଓ ମେଘମୁକ୍ତ ଆକାଶ ତାତି ବଢୁଥିବା ପାଣିପାଗ ବିଭାଗ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story