କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସୂର୍ଯ୍ୟ, କହିଲେ ଚାଉଳ କୋଟା ବଢ଼ାଅ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଓଡ଼ିଶାକୁ ଅଧିକ ଚାଉଳ ଦେବା ନେଇ ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଭେଟି ଆଲୋଚନା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। କେନ୍ଦ୍ର ସରକାର ୨୦୧୧ ଜନଗଣନା ଅନୁସାରେ ଏବେ ଓଡ଼ିଶାକୁ ଚାଉଳ ଦେଉଛି। ତେବେ ଗତ ୬ ବର୍ଷ ମଧ୍ୟରେ ରାଜ୍ୟ ଜନସଂଖ୍ୟା ବୃଦ୍ଧି ଘଟିଛି। ଫଳରେ ଅନେକ ଲୋକ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରୁଛନ୍ତି। ତେବେ […]

suryapatra

suryapatra

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 05:04 PM IST

Sports

Latest News

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଓଡ଼ିଶାକୁ ଅଧିକ ଚାଉଳ ଦେବା ନେଇ ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଭେଟି ଆଲୋଚନା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। କେନ୍ଦ୍ର ସରକାର ୨୦୧୧ ଜନଗଣନା ଅନୁସାରେ ଏବେ ଓଡ଼ିଶାକୁ ଚାଉଳ ଦେଉଛି। ତେବେ ଗତ ୬ ବର୍ଷ ମଧ୍ୟରେ ରାଜ୍ୟ ଜନସଂଖ୍ୟା ବୃଦ୍ଧି ଘଟିଛି। ଫଳରେ ଅନେକ ଲୋକ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରୁଛନ୍ତି। ତେବେ କେନ୍ଦ୍ର ଚାଉଳ କୋଟା ବଢାଇ ନଥିବାରୁ ସେମାନଙ୍କୁ ସାମିଲ କରିବା ସମ୍ଭବ ହୋଇପାରୁ ନଥିବା ସୂର୍ଯ୍ୟ ନାରାୟଣ ପାତ୍ର ଦାବି କରିଛନ୍ତି।

ଖାଦ୍ୟ ସୁରକ୍ଷା ଆଇନରେ ସଂସଦର ଅଧୀନ ହୋଇଥିବାରୁ ଏ ନେଇ ପାର୍ଲାମେଣ୍ଟରେ ନିଷ୍ପତ୍ତି ନେବ ଏବଂ ୨୦୨୧ ଜନଗଣନାରେ ଏହା ଆପେ ସଂଶୋଧନ ହୋଇଯିବ ବୋଲି ରାମବିଳାଶ ପାଶ୍ୱାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story