ଆଜିଠାରୁ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍ ଚାମ୍ପିଅନଶିପ

କଟକ(ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍ ଚାମ୍ପିଅନଶିପ। ଏଥିରେ ଭାରତ ସମେତ ୧୨ଟି ଦେଶ ଭାଗ ନେଉଛନ୍ତି। ପୁରୁଷ ବିଭାଗରେ ଇଂଲଣ୍ଡ ଟିମ୍‌ର ପଲା ଭାରି ଭାରି ରହିଥିବା ବେଳେ ମହିଳା ବିଭାଗରେ ସିଙ୍ଗାପୁର ଟିମ୍ ବେଶ୍‌ ଶକ୍ତିଶାଳୀ ବୋଲି କୁହାଯାଉଛି। ଏହି ଚାମ୍ପିଅନ୍‌ସିପ୍‌ରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା କରିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରତ କମଲ ଓ […]

table-tenic,,

table-tenic,,

Tapaswini Nayak
  • Published: Wednesday, 17 July 2019
  • Updated: 17 July 2019, 12:24 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍ ଚାମ୍ପିଅନଶିପ। ଏଥିରେ ଭାରତ ସମେତ ୧୨ଟି ଦେଶ ଭାଗ ନେଉଛନ୍ତି। ପୁରୁଷ ବିଭାଗରେ ଇଂଲଣ୍ଡ ଟିମ୍‌ର ପଲା ଭାରି ଭାରି ରହିଥିବା ବେଳେ ମହିଳା ବିଭାଗରେ ସିଙ୍ଗାପୁର ଟିମ୍ ବେଶ୍‌ ଶକ୍ତିଶାଳୀ ବୋଲି କୁହାଯାଉଛି।

ଏହି ଚାମ୍ପିଅନ୍‌ସିପ୍‌ରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା କରିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରତ କମଲ ଓ ମନିକା ବାତ୍ରା।

ଏହି ଚାମ୍ପିଅନଶିପ ପାଇଁ କଟକକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଇଣ୍ଡୋର ଷ୍ଟାଡିୟମ୍‌ ପରିସରରେ ୧୦ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ରହିବେ। ସକାଳ ୯ଟାରୁ ରାତି ୧୦ଟା ଯାଏ ମ୍ୟାଚ୍‌ ହେବାକୁ ଥିବାରୁ ୨ଟି ସିଫ୍ଟରେ ପୁଲିସ୍‌ ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story