ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ

କଟକ (ଓଡ଼ିଶା ରିପୋର୍ଟର): ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ନିକିତା ଲିପନ ସାହୁଙ୍କ ମୃତ୍ୟୁ ହୋଇଯାଇଛି। କଟକରେ ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗିଥିଲା, ତାହା ସ୍ପଷ୍ଟ ହୋଇନି। କୁହାଯାଉଛି, ସେ ତାଙ୍କ ଘର ଛାତରୁ ପଡ଼ି ଯାଇଥିଲେ। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘ଏସିପି ନିକିତା’ରେ ମଧ୍ୟ ସେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମରେ […]

nikita

nikita

Jitendra Garnayak
  • Published: Saturday, 05 January 2019
  • Updated: 06 January 2019, 11:56 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ନିକିତା ଲିପନ ସାହୁଙ୍କ ମୃତ୍ୟୁ ହୋଇଯାଇଛି। କଟକରେ ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗିଥିଲା, ତାହା ସ୍ପଷ୍ଟ ହୋଇନି।

କୁହାଯାଉଛି, ସେ ତାଙ୍କ ଘର ଛାତରୁ ପଡ଼ି ଯାଇଥିଲେ।

ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘ଏସିପି ନିକିତା’ରେ ମଧ୍ୟ ସେ ଅଭିନୟ କରିଥିଲେ।

ସେ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ୨୦୧୧ରେ ‘ଚୋରି ଚୋରି ମନ ଚୋରି’ ଫିଲ୍ମରେ ସେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story