କଂଗ୍ରେସ କର୍ମୀଙ୍କୁ ଏସ୍‌ଡିପିଓଙ୍କ ଚାପୁଡ଼ା !

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ କଂଗ୍ରେସ କର୍ମୀଙ୍କୁ ଏସ୍‌ଡିପିଓ ଋଷିକେଶ୍‌ ଖିଲାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ କଂଗ୍ରେସ କର୍ମୀମାନେ ଥାନା ଘେରାଉ କରିଥିଲେ। ଶାସକ ଦଳର ଚାପରେ ଏସ୍‌ଡିପିଓ ମାଡ଼ ମାରିଥିବା କଂଗ୍ରେସ ଅଭିଯୋଗ କରିଛି। ପୂରା ଘଟଣା ଏମିତି। ମରକାପଲିରେ ଆଜି କଂଗ୍ରେସର ସମାବେଶ ହୋଇଥିଲା। ଏଥିରେ ଛତିଶଗଡ଼ର ମନ୍ତ୍ରୀ ଲାକମା କବାସି ଯୋଗଦେଇ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ। ସମାବେଶ ଶେଷ ହେବା ପରେ ଏସ୍‌ଡିପିଓ […]

Tension-in-malkangiri-after-senior-cop-slaps-congress-worker

Manoranjan Sial
  • Published: Wednesday, 03 April 2019
  • Updated: 03 April 2019, 07:12 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ କଂଗ୍ରେସ କର୍ମୀଙ୍କୁ ଏସ୍‌ଡିପିଓ ଋଷିକେଶ୍‌ ଖିଲାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ କଂଗ୍ରେସ କର୍ମୀମାନେ ଥାନା ଘେରାଉ କରିଥିଲେ। ଶାସକ ଦଳର ଚାପରେ ଏସ୍‌ଡିପିଓ ମାଡ଼ ମାରିଥିବା କଂଗ୍ରେସ ଅଭିଯୋଗ କରିଛି।

ପୂରା ଘଟଣା ଏମିତି। ମରକାପଲିରେ ଆଜି କଂଗ୍ରେସର ସମାବେଶ ହୋଇଥିଲା। ଏଥିରେ ଛତିଶଗଡ଼ର ମନ୍ତ୍ରୀ ଲାକମା କବାସି ଯୋଗଦେଇ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ। ସମାବେଶ ଶେଷ ହେବା ପରେ ଏସ୍‌ଡିପିଓ ଶ୍ରୀ ଖିଲାର କଂଗ୍ରେସ କର୍ମୀ ରବି ରାଜେଶକୁ ଡାକି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ ଥାନା ଘେରାଉ କରିଥିଲେ। ମାଡ଼ ମାରିଥିବା ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

କଂଗ୍ରେସର ସମାବେଶ ଭଣ୍ଡୁର ପାଇଁ ଶାସକ ଦଳର ଚାପରେ ଏସ୍‌ଡିପିଓ ଏମିତି ମାଡ଼ ମାରିଥିବା କଂଗ୍ରେସ ଅଭିଯୋଗ କରିଛି। ପରେ ଏ ନେଇ ମାଲକାନଗିରି ଥାନାରେ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story