ସନ୍ଦିଗ୍ଧ ଆତଙ୍କବାଦୀ ଅଖତାରଙ୍କୁ ଛାଡିଦେଲା ଏନ୍‌ଆଇଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ଅଟକ ଥିବା କଟକ ସାଲେପୁର ଅଞ୍ଚଳର ଅଖତର ହୁସେନ୍ ଖାନ୍‌ଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ଏନ୍ଆଇଏ। ଏନ୍ଆଇଏର ଏକ ୬ ଜଣିଆ ଟିମ୍ ଆଜି ସକାଳେ ସାଲେପୁର କିଶନନଗର ନିକଟ ସାମନ୍ତରାପୁର ଗାଁରେ ଚଢ଼ାଉ କରି ଅଖତର ହୁସେନ୍ ଖାନଙ୍କୁ ଉଠାଇ ନେଇଥିଲେ। ପ୍ରଥମେ ତାଙ୍କ ଘରେ ପଚରାଉଚରା କରିବା ପରେ ଏହି ଟିମ୍ ଅଖତରଙ୍କୁ କଟକ ନେଇ ସେଠି ମଧ୍ୟ ପଚରାଉଚରା କରିଥିଲେ। କଟକ ଜିଲ୍ଲା ନେମାଳ […]

nia

nia

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 10:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ଅଟକ ଥିବା କଟକ ସାଲେପୁର ଅଞ୍ଚଳର ଅଖତର ହୁସେନ୍ ଖାନ୍‌ଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ଏନ୍ଆଇଏ। ଏନ୍ଆଇଏର ଏକ ୬ ଜଣିଆ ଟିମ୍ ଆଜି ସକାଳେ ସାଲେପୁର କିଶନନଗର ନିକଟ ସାମନ୍ତରାପୁର ଗାଁରେ ଚଢ଼ାଉ କରି ଅଖତର ହୁସେନ୍ ଖାନଙ୍କୁ ଉଠାଇ ନେଇଥିଲେ। ପ୍ରଥମେ ତାଙ୍କ ଘରେ ପଚରାଉଚରା କରିବା ପରେ ଏହି ଟିମ୍ ଅଖତରଙ୍କୁ କଟକ ନେଇ ସେଠି ମଧ୍ୟ ପଚରାଉଚରା କରିଥିଲେ।

କଟକ ଜିଲ୍ଲା ନେମାଳ ଅଞ୍ଚଳର ଅଖତର ୧୫ ବର୍ଷ ଧରି ଦୁବାଇ ଓ ସାଉଦୀ ଆରବରେ କାମ କରିବା ପରେ ଓଡ଼ିଶା ଫେରି ୪ ବର୍ଷ ହେବ ସାମନ୍ତରାପୁରରେ ଭଡା ଘର ନେଇ ରହିଆସୁଥିଲେ। ଅଖତାରଙ୍କ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପରେ ସଂପୃକ୍ତ ଥିବାର ସୁରାକ୍ ପାଇ ଏନ୍ଆଇଏର ଟିମ୍ ତାଙ୍କୁ ପଚରାଉଚରା କରିଥିବା କୁହାଯାଉଛି। ଏପରିକି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ସହ ଲିଙ୍କ୍ ନେଇ ମଧ୍ୟ ଏନ୍ଆଇଏ ଅଧିକାରୀମାନେ ଖୋଳତାଡ଼ କରିଥିବା ସୂଚନା ମିଳିଛି। ତେବେ ଦୀର୍ଘ ସମୟର ପଚରାଉଚରା ପରେ ଏନ୍ଆଇଏ ଅଧିକାରୀମାନେ ଅଖତରଙ୍କୁ ପୋଲସ୍‌ ହେବାଜତରେ ଛାଡ଼ି ଦେଇଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ ପୁଣି ପଚରାଉଚରା ପାଇଁ ଡକାଯାଇ ପାରେ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story