ସହରାଞ୍ଚଳରେ ବୁଲା ଜନ୍ତୁଙ୍କୁ ଖାଇବାକୁ ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍ ଅବଧିରେ ସହରାଞ୍ଚଳରେ ବୁଲା ଜନ୍ତୁମାନଙ୍କ ଖାଇବାକୁ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮୦.୧୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଆଜି ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସପାଲଟି କମିଶନର, ପୌର ଓ ଏନଏସି ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ଏ ବାବଦରେ ହୋଇଥିବା ଅର୍ଥ ଆବଣ୍ଟନ ସମ୍ପର୍କରେ ସୂଚନା ଦେଇଛନ୍ତି। ୧୯ଦିନ ପାଇଁ ବୁଲା ଜନ୍ତୁଙ୍କୁ ଖାଇବାକୁ ଦିଆଯିବ। ବିଭାଗରୁ […]

cow

cow

Manoranjan Sial
  • Published: Thursday, 16 April 2020
  • Updated: 16 April 2020, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍ ଅବଧିରେ ସହରାଞ୍ଚଳରେ ବୁଲା ଜନ୍ତୁମାନଙ୍କ ଖାଇବାକୁ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮୦.୧୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଆଜି ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସପାଲଟି କମିଶନର, ପୌର ଓ ଏନଏସି ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ଏ ବାବଦରେ ହୋଇଥିବା ଅର୍ଥ ଆବଣ୍ଟନ ସମ୍ପର୍କରେ ସୂଚନା ଦେଇଛନ୍ତି। ୧୯ଦିନ ପାଇଁ ବୁଲା ଜନ୍ତୁଙ୍କୁ ଖାଇବାକୁ ଦିଆଯିବ।

ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମରେ ୧୯ଦିନ ପାଇଁ ୩.୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ମହାନଗର ପାଇଁ ୭.୬୦ଲକ୍ଷ ଟଙ୍କା, ୪୮ଟି ପୌରାଞ୍ଚଳ ପାଇଁ ୪୫.୬୦ଲକ୍ଷ ଟଙ୍କା ଓ ୬୧ଟି ଏନଏସି ପାଇଁ ୨୩.୧୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଭୁବନେଶ୍ୱର ପାଇଁ ଦିନକୁ ୨୦ହଜାର ଟଙ୍କା ଓ ଅନ୍ୟ ମହାନଗର ନିଗମରେ ୧୦ ହଜାର ଟଙ୍କା, ମ୍ୟୁନିସପାଲଟି ଅଞ୍ଚଳରେ ୫ହଜାର, ଏନଏସିରେ ୨ହଜାର ଟଙ୍କା ଖର୍ଚ୍ଚ ହେବ।
ସୂଚନାଯୋଗ୍ୟ, ଲକଡାଉନ୍ ପାଇଁ ଏବେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ ରହୁଥିବାରୁ ବୁଲା ଗାଈ,ଗୋରୁ,ଷଣ୍ଢ ସମେତ କୁକୁର ଓ ମାଙ୍କଡ଼ମାନେ ଖାଇବାରେ ସମସ୍ୟା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story