ମାର୍କେଟରେ କଟକଣା କଡ଼ାକଡ଼ି : ଖିଲାପ କଲେ ଦୋକାନ ସିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ସଂକ୍ରମଣ ବୃଦ୍ଧିରେ ବ୍ରେକ ଦେବା ଲାଗି ଭୁବନେଶ୍ୱର ମହାନଗର ନିଗମ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ସମାନ ରଣକୌଶଳ ଆପଣେଇଛି । ଜନ ସମାଗମ ଓ ଭିଡ଼ ନିୟନ୍ତ୍ରଣ ପାଇଁ ହାଟ ବଜାରର ବିକେନ୍ଦ୍ରୀକରଣ କରିବା ଆରମ୍ଭ କରିଛି ବିଏମସି । ଏହାସହ ହାଟ ବଜାରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି । ଖିଲାପ ଦେଖିବାକୁ ମିଳିଲେ ଦୋକାନ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଡୁମୁଡୁମା, […]

gbn

gbn

Tapas Behera
  • Published: Monday, 19 April 2021
  • Updated: 19 April 2021, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ସଂକ୍ରମଣ ବୃଦ୍ଧିରେ ବ୍ରେକ ଦେବା ଲାଗି ଭୁବନେଶ୍ୱର ମହାନଗର ନିଗମ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ସମାନ ରଣକୌଶଳ ଆପଣେଇଛି । ଜନ ସମାଗମ ଓ ଭିଡ଼ ନିୟନ୍ତ୍ରଣ ପାଇଁ ହାଟ ବଜାରର ବିକେନ୍ଦ୍ରୀକରଣ କରିବା ଆରମ୍ଭ କରିଛି ବିଏମସି । ଏହାସହ ହାଟ ବଜାରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି ।

ଖିଲାପ ଦେଖିବାକୁ ମିଳିଲେ ଦୋକାନ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଟକଣା କଡ଼ାକଡ଼ି କରାଯାଇଛି। ଏନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରି ନିର୍ଦ୍ଦେଶ ଦେଇଛନ୍ତି ।

ଆଜିଠାରୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି । ଆସନ୍ତାକାଲି ବ୍ଲୁ ହ୍ୱିଲ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ ହସ୍ପିଟାଲକୁ ସଚଳ କରାଯିବ ବୋଲି ସେ କହିଛନ୍ତି । କିମ୍ସ କୋଭିଡ ହସ୍ପିଟାଲକୁ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି।

ସେପଟେ ଆଜି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି) ଅଞ୍ଚଳରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରେ ୮୨ ଜଣ ଥିବା ବେଳେ ୩୮୬ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ନୟାପଲ୍ଲୀରୁ ସର୍ବାଧିକ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୩୮୬ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ଗଙ୍ଗାନଗର, ଜଗନ୍ନାଥ ନଗର, କପିଳପ୍ରସାଦ, କଳିଙ୍ଗନଗର, ପଳାସୁଣି, ଲୋଇସ୍‌ ରୋଡ୍‌, ଗୌତମ ନଗର, ଚିନ୍ତାମଣିଶ୍ୱର, କଟକ ରୋଡ୍‌, ଫରେଷ୍ଟ ପାର୍କ, ମଦନପୁର, ନ୍ୟୁ ଏଜି କଲୋନୀ, ଫାୟାର୍‌ ଷ୍ଟେସନ୍‌, ନୀଳକଣ୍ଠ ନଗର, ୟୁନିଟ୍‌-୨, ପ୍ରଶାନ୍ତି ବିହାର, ପଞ୍ଜାବି କଲୋନୀ ଓ ସମେଇଗାଡ଼ିଆରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି ଆଚାର୍ଯ୍ୟ ବିହାରରୁ ୫, ଘାଟିକିଆରୁ ୨, ୟୁନିଟ୍‌-୯ରୁ ୮, ଭିଏସ୍‌ଏସ୍‌ ନଗରରୁ ୨, ପାହାଳରୁ ୨, ପଳାଶପଲ୍ଲୀରୁ ୨, ୟୁନିଟ୍‌-୩ରୁ ୧୦, ୟୁନିଟ୍‌-୪ରୁ ୫, ୟୁନିଟ୍‌-୬ରୁ ୫, ୟୁନିଟ୍‌-୮ରୁ ୩, ସୌଭାଗ୍ୟ ନଗରରୁ ୨, ଟଙ୍କପାଣି ରୋଡ୍‌ରୁ ୬, ପୋଖରୀପୁଟରୁ ୧୪,  ରବି ଟକିଜ ଅଞ୍ଚଳରୁ ୪, ସାମନ୍ତରାପୁରରୁ ୪, ସୁନ୍ଦରପଦାରୁ ୧୭, ସତ୍ୟନଗରରୁ ୩, ଶାସ୍ତ୍ରୀ ନଗରରୁ ୫,  ରସୁଲଗଡ଼ରୁ ୧୩, ରେଣ୍ଟାଲ୍‌ କଲୋନୀରୁ ୨, ସହିଦ ନଗରରୁ ୫, ଶୈଳଶ୍ରୀ ବିହାରରୁ ୧୩, ଲକ୍ଷ୍ମୀସାଗରରୁ ୧୧, ପାଣ୍ଡରାରୁ ୨, ବରମୁଣ୍ଡାରୁ ୭, ପାତ୍ରପଡ଼ାରୁ ୫, ଅଶୋକ ନଗରରୁ ୨, ନଖରାରୁ ୬, ନୟାପଲ୍ଲୀରୁ ୨୭, ଲିଙ୍ଗରାଜ ନଗରରୁ ୨, ନୀଳଦ୍ରି ବିହାରରୁ ୬, ମଞ୍ଚେଶ୍ୱରରୁ ୪, ନାଗେଶ୍ୱର ଟାଙ୍ଗିରୁ ୩, ନହରକଣ୍ଟାରୁ ୨, ଝାରପଡ଼ାରୁ ୧୦, ଜୟଦେବ ବିହାରରୁ ୬, ଖଣ୍ଡଗିରିରୁ ୧୪, ଖାରବେଳନଗରରୁ ୨,  କଳ୍ପନା ଛକରୁ ୨,  ଗେରାଜ ଛକରୁ ୨, ଓଲ୍‌ଡ ଟାଉନ୍‌ରୁ ୧୮, ହଂସପାଳରୁ ୩, ଆଇଆର୍‌ସି ଭିଲେଜରୁ ୫, ଜାଗମରାରୁ ୭,  ବଡ଼ଗଡ଼ରୁ ୬, ବାପୁଜୀ ନଗରରୁ ୫, ଘାଟିକିଆରୁ ୩, ଗଜପତି ନଗରରୁ ୨, ଡେଲ୍‌ଟା ଛକରୁ ୨, ଡୁମ୍‌ଡୁମାରୁ ୪, ପଟିଆରୁ ୧୯, ଭରତପୁରରୁ ୨, ଭୀମଟାଙ୍ଗିରୁ ୪, ବିଜେବି ନଗରରୁ ୧୦, ବ୍ରହ୍ମେଶ୍ୱରପାଟଣାରୁ ୨, ଚକେଇଶିଆଣୀରୁ ୪, ଚନ୍ଦ୍ରଶେଖରପୁରରୁ ୧୩ ଓ ସିଆର୍‌ପିଏଫ୍ କ୍ୟାମ୍ପରୁ ୨ ଜଣ ଲେଖାଁଏ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story