ବାଘ ଆତଙ୍କ; ଗୁହାଳେ ପଶି ଛେଳି ମାରିଲା

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍‌ର ବୋଇରଗାଁ ଲିମପଡ଼ା ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ଗାଁର ହୀରାଧର ନାଗଙ୍କ ଗୁହାଳେ ପଶି ଗୋଟିଏ ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜୋରରେ ଶବ୍ଦ ହେବାରୁ ଲୋକେ ଦୌଡ଼ି ଆସିବାରୁ ବାଘ ଛେଳିକୁ ଛାଡ଼ି ପଲାଇଥିଲା। ଗାଁ ଭିତରକୁ ବାଘ ଆସିଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଲୋକଙ୍କୁ ସଚେତନ କରିବା ସହ ସନ୍ଧ୍ୟା ସମୟରେ ପହରା […]

nuapada

nuapada

Jyoshna Pradhan
  • Published: Sunday, 10 November 2019
  • Updated: 10 November 2019, 08:23 AM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍‌ର ବୋଇରଗାଁ ଲିମପଡ଼ା ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ଗାଁର ହୀରାଧର ନାଗଙ୍କ ଗୁହାଳେ ପଶି ଗୋଟିଏ ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଜୋରରେ ଶବ୍ଦ ହେବାରୁ ଲୋକେ ଦୌଡ଼ି ଆସିବାରୁ ବାଘ ଛେଳିକୁ ଛାଡ଼ି ପଲାଇଥିଲା। ଗାଁ ଭିତରକୁ ବାଘ ଆସିଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଲୋକଙ୍କୁ ସଚେତନ କରିବା ସହ ସନ୍ଧ୍ୟା ସମୟରେ ପହରା ଦିଆ ଯାଉଥିବା ବୋଡେନ ଫରେଷ୍ଟର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story