ଆଜିଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ; ସଜେଇ ହୋଇଛି ଢେଙ୍କାନାଳ ସହର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି କୁମାର ପୂର୍ଣ୍ଣିମା ଏବଂ ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଛି। ଏଥିପାଇଁ ଢେଙ୍କାନାଳ ସହର ସଜେଇ ହୋଇଛି। ଏଥର ଢେଙ୍କାନାଳର ମିଳିତ ବଜାର ପୂଜା କମିଟିରେ ୩୮ଟି ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି  ମା’ ଲକ୍ଷ୍ମୀ ପୂଜା ପାଇବେ। ୧୧ ଦିନ ଧରି ହେବାକୁ ଥିବା ଏହି ପୂଜାର ଉସାଣ ଉତ୍ସବ ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥର ପୂଜାରେ ୪ଟି ବଜାରର ଚାନ୍ଦି ମେଢ, ସୁଉଚ୍ଚ କପଡ଼ା ର୍ନିମିତ ତୋରଣ, […]

dkl

dkl

Jyoshna Pradhan
  • Published: Sunday, 13 October 2019
  • Updated: 13 October 2019, 07:49 AM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି କୁମାର ପୂର୍ଣ୍ଣିମା ଏବଂ ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଛି। ଏଥିପାଇଁ ଢେଙ୍କାନାଳ ସହର ସଜେଇ ହୋଇଛି। ଏଥର ଢେଙ୍କାନାଳର ମିଳିତ ବଜାର ପୂଜା କମିଟିରେ ୩୮ଟି ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି  ମା’ ଲକ୍ଷ୍ମୀ ପୂଜା ପାଇବେ।

୧୧ ଦିନ ଧରି ହେବାକୁ ଥିବା ଏହି ପୂଜାର ଉସାଣ ଉତ୍ସବ ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥର ପୂଜାରେ ୪ଟି ବଜାରର ଚାନ୍ଦି ମେଢ, ସୁଉଚ୍ଚ କପଡ଼ା ର୍ନିମିତ ତୋରଣ, ଆଲୋକ ସାଜସଜା ସହିତ ପ୍ରଥମ ଥର ଆୟୋଜିତ ହେଉଥିବା ସରସ ମେଳା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ଶାନ୍ତିଶୃଙ୍ଖଳାର ସହିତ ପୂଜା ସମାପନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ଶାନ୍ତି କମିଟିର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story