ବିନା ଇଞ୍ଜିନ୍‌ରେ ଗଡ଼ିଲା ବଗି, ଭିଡିଓ ଭାଇରାଲ୍

ଅନୁଗୋଳ(ବିରଜା ଦାଶ): ଇଞ୍ଜିନ୍‌ ଲାଗି ନ ଥିଲା କି ଆଗ ଓ ପଛରେ ବଗି ବି ଲାଗି ନ ଥିଲା। ଆଉ ଏହି ସମୟରେ ଟ୍ରାକ୍‌ରେ ଅମାନିଆ ଭାବେ ଗଡ଼ି ଚାଲିଥିଲା ବଗିଟି। କର୍ମଚାରୀମାନେ ତାକୁ ଅଟକାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ ବି ଅଟକି ନଥିଲା ଏକ ମାଲ୍‌ବାହୀ ଟ୍ରେନ୍‌ର ଏହି ବଗିଟି। ଏପରି ଭାବେ ପ୍ରାୟ ୨୦୦ ମିଟର ଯାଏ ଗଡ଼ିବା ପରେ ବଗିଟି ଆଗରେ ବାଧା ଦିଆଯିବାରୁ ତାହା ଅଟକିଥିଲା। କର୍ମଚାରୀଙ୍କ ଅସାବଧାନତା ଯୋଗୁ […]

angul

angul

Jyoshna Pradhan
  • Published: Friday, 08 November 2019
  • Updated: 08 November 2019, 10:16 AM IST

Sports

Latest News

ଅନୁଗୋଳ(ବିରଜା ଦାଶ): ଇଞ୍ଜିନ୍‌ ଲାଗି ନ ଥିଲା କି ଆଗ ଓ ପଛରେ ବଗି ବି ଲାଗି ନ ଥିଲା। ଆଉ ଏହି ସମୟରେ ଟ୍ରାକ୍‌ରେ ଅମାନିଆ ଭାବେ ଗଡ଼ି ଚାଲିଥିଲା ବଗିଟି। କର୍ମଚାରୀମାନେ ତାକୁ ଅଟକାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ ବି ଅଟକି ନଥିଲା ଏକ ମାଲ୍‌ବାହୀ ଟ୍ରେନ୍‌ର ଏହି ବଗିଟି। ଏପରି ଭାବେ ପ୍ରାୟ ୨୦୦ ମିଟର ଯାଏ ଗଡ଼ିବା ପରେ ବଗିଟି ଆଗରେ ବାଧା ଦିଆଯିବାରୁ ତାହା ଅଟକିଥିଲା। କର୍ମଚାରୀଙ୍କ ଅସାବଧାନତା ଯୋଗୁ ଅନୁଗୋଳ ଜିଲ୍ଲା ତାଳଚେର ରେଳ ଷ୍ଟେସନରେ ଘଟିଯାଇଥିବା ଥିବା ଏପରି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଲାଇନଚ୍ୟୁତ ହୋଇଥିବା ଏକ ମାଲବାହୀ ଟ୍ରେନ୍‌ର ବଗିକୁ ଲାଇନ୍‌କୁ ଉଠାଇ  ଗତ ୫ ତାରିଖରେ କାମ ଚାଲିଥିଲା। ଦିନ ପ୍ରାୟ ୧୧ଟାରୁ ୧୨ ମଧ୍ୟରେ ହଠାତ୍‌ ଗୋଟିଏ ବଗି ଟ୍ରାକ୍‌ରେ ଗଡ଼ିବାକୁ ଲାଗିଥିଲା। ଏହାଦେଖି ସେଠାରେ କାମ କରୁଥିବା କର୍ମଚାରୀଙ୍କ ବୁଦ୍ଧି ହଜି ଯାଇଥିଲା। ସେମାନେ ତୁରନ୍ତ ବଗିକୁ ଅଟକାଇବାକୁ ସେମାନେ ଆପ୍ରାଣ ଉଦ୍ୟମ କରିଥିଲେ। ଶେଷରେ ବଗି ଆଗରେ ବାଧା ଦେଇ ତାକୁ ରୋକା ଯାଇଥିଲା। ଚକରେ ଜାମ୍‌ ନ ଦେଇ କର୍ମଚାରୀମାନେ କାର୍ଯ୍ୟ କରୁଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। କର୍ମଚାରୀଙ୍କ ଅସାବଧାନତା ଯୋଗୁ ଏଭଳି ଘଟିଥିବା କୁହାଯାଉଥିବା ବେଳେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story