ହାତୀ ମୃତ୍ୟୁ ଘଟଣାରେ ଦୁଇ ଗିରଫ, ଗୋଟିଏ ଦାନ୍ତ ଜବତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜରେ ହାତୀ ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକ ହାତୀ ଦାନ୍ତ ମଧ୍ୟ ଜବତ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛିଡ଼ାକୁଦ ଗାଁର ଚନ୍ଦନ ମୁଣ୍ଡା ଏବଂ ସାରଷପୋଷ ଗାଁର ଦିନବନ୍ଧୁ ମୁଣ୍ଡା। ନିକଟରେ କେ.ବଲାଙ୍ଗ ସାରସପୋଷ ଗାଁର ଏକ ଛୁଆ ଦନ୍ତାହାତୀକୁ ମାରି ତାର ଦାନ୍ତ କାଢ଼ି ନେଇଥିଲେ ଦୁର୍ବୃତ୍ତ। ଅନ୍ୟପକ୍ଷରେ ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ହାତୀ […]

elephant

elephant

Rakesh Mallick
  • Published: Friday, 03 November 2017
  • Updated: 03 November 2017, 09:53 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜରେ ହାତୀ ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକ ହାତୀ ଦାନ୍ତ ମଧ୍ୟ ଜବତ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛିଡ଼ାକୁଦ ଗାଁର ଚନ୍ଦନ ମୁଣ୍ଡା ଏବଂ ସାରଷପୋଷ ଗାଁର ଦିନବନ୍ଧୁ ମୁଣ୍ଡା।

ନିକଟରେ କେ.ବଲାଙ୍ଗ ସାରସପୋଷ ଗାଁର ଏକ ଛୁଆ ଦନ୍ତାହାତୀକୁ ମାରି ତାର ଦାନ୍ତ କାଢ଼ି ନେଇଥିଲେ ଦୁର୍ବୃତ୍ତ।

ଅନ୍ୟପକ୍ଷରେ ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ହାତୀ ପଲ ପଶି ଧାନ ନଷ୍ଟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story