ଜଳଖିଆ ଦୋକାନ ଉପରକୁ ବୋମାମାଡ଼

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବଡ଼କେଦଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଜଣେ ଦୋକାନ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୯.୪୫ ମିନିଟ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ଦୋକାନ ଉପରକୁ ବୋମା ଫିଙ୍ଗି  ଚାଲି ଯାଇ ଯାଇଥିଲେ। ସୂଚନାଅନୁସାରେ, ଦୋକାନ ବନ୍ଦ ହୋଇଯାଇଥିଲେ ମଧ୍ୟ ଦୁଇ ଜଣ କର୍ମଚାରୀ ସେଠାରେ ଠିଆ ହୋଇଥିଲେ। ଏହି […]

attack

attack

Jyoshna Pradhan
  • Published: Friday, 17 May 2019
  • Updated: 17 May 2019, 08:46 AM IST

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବଡ଼କେଦଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଜଣେ ଦୋକାନ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୯.୪୫ ମିନିଟ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ଦୋକାନ ଉପରକୁ ବୋମା ଫିଙ୍ଗି  ଚାଲି ଯାଇ ଯାଇଥିଲେ।

ସୂଚନାଅନୁସାରେ, ଦୋକାନ ବନ୍ଦ ହୋଇଯାଇଥିଲେ ମଧ୍ୟ ଦୁଇ ଜଣ କର୍ମଚାରୀ ସେଠାରେ ଠିଆ ହୋଇଥିଲେ। ଏହି ସମୟରେ ବୋମାମାଡ଼ ହୋଇଥିଲା। ଏଥିରେ ଜଣେ ଜଣେ କର୍ମଚାରୀ ଆହତ ହୋଇଥିଲେ। ଏନେଇ ଦୋକାନ ମାଲିକ ଭଞ୍ଜନଗର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story