ପାଠପଢ଼ା ଶୈଳୀକୁ ବିକଶିତ କରିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ନେଲେ ଦୁଇ ଦିନିଆ ଟ୍ରେନିଂ

ଭୁବନେଶ୍ୱର:  ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଠପଢ଼ା ଶୈଳୀକୁ ଅଧିକ ବିକଶିତ କରିବା ପାଇଁ ‘ଟିଚିଂ ମେଥୋଡୋଲୋଜି’ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଜିଆଇଏଫ୍‌ଟି)ର ବେସିକ ସାଇନ୍ସ ଏବଂ ହ୍ୟୁମାନଟିଜ୍‌ ବିଭାଗ ଓ କୋଲକାତାର ବ୍ରିଟିଶ କାଉସିଲର ମିଳିତ ଆନୁକୂଲ୍ୟରେ ଏହା ଜୁନ୍‌ ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପ୍ରଖ୍ୟାତ କର୍ପୋରେଟ୍‌ ଟ୍ରେନର ଡ. ସିଏଲନ୍‌ଏନ୍‌ ପ୍ରକାଶ ଓ ସିଇଏଲଟିଏ ଅନୁମୋଦିତ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର […]

education

education

Chinmayee Roy
  • Published: Thursday, 27 June 2019
  • Updated: 27 June 2019, 12:48 PM IST

Sports

Latest News

ଭୁବନେଶ୍ୱର:  ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଠପଢ଼ା ଶୈଳୀକୁ ଅଧିକ ବିକଶିତ କରିବା ପାଇଁ ‘ଟିଚିଂ ମେଥୋଡୋଲୋଜି’ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଜିଆଇଏଫ୍‌ଟି)ର ବେସିକ ସାଇନ୍ସ ଏବଂ ହ୍ୟୁମାନଟିଜ୍‌ ବିଭାଗ ଓ କୋଲକାତାର ବ୍ରିଟିଶ କାଉସିଲର ମିଳିତ ଆନୁକୂଲ୍ୟରେ ଏହା ଜୁନ୍‌ ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଖ୍ୟାତ କର୍ପୋରେଟ୍‌ ଟ୍ରେନର ଡ. ସିଏଲନ୍‌ଏନ୍‌ ପ୍ରକାଶ ଓ ସିଇଏଲଟିଏ ଅନୁମୋଦିତ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ମତାମତ ଉପସ୍ଥାପନ କରିଥିଲେ। ଶ୍ରେଣୀ ଗୃହରେ ଶିକ୍ଷକ ଶିକ୍ଷୟିତ୍ରୀମାନେ କେମିତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାକୁ ଅତି ସହଜରେ ସେମାନଙ୍କ ପାଖରେ ପହଞ୍ଚାଇ ପାରିବେ, ଏହି ଟ୍ରେନିଂ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିଲା। ଏବେ ଦେଖାଯାଉଛି ଗୁଗୁଲ ଓ ଇଣ୍ଟରନେଟ୍‌ ଯୋଗୁ ପିଲାମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ମୁହଁ ଫେରାଇ ନେଉଛନ୍ତି। ତେଣୁ ପିଲାମାନଙ୍କୁ କେମିତି ଶ୍ରେଣୀ ଗୃହରେ ଶିକ୍ଷକଙ୍କ ପ୍ରତି ଆକର୍ଷିତ କରାଯାଇପାରିବ ସେ ବିଷୟକୁ କାର୍ଯ୍ୟକ୍ରମରେ ଅଧିକ ଫୋକସ୍‌ କରାଯାଇଥିଲା। ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ କେମିତି ସେମାନଙ୍କ ପାଠପଢ଼ା ଶୈଳୀକୁ ଅଧିକ ଉନ୍ନତ କରିପାରିବେ, ସେ ସମ୍ପର୍କରେ ତାଲିମ ନେଇଛନ୍ତି।  ଦୁଇ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମର ଶେଷରେ ଭାଗ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ସେହିପରି ଜିଆଇଏଫ୍‌ଟିର ପ୍ରିନ୍ସିପାଲ ଡ.କ୍ରିଷ୍ଣା ମୋହନ ରାଓ ଟ୍ରେନିଂ ଦେଉଥିବା ଡ. ପ୍ରକାଶଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ।

ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଜିଆଇଏଫ୍‌ଟି)ର ବେସିକ ସାଇନ୍ସ ଏବଂ ହ୍ୟୁମାନଟିଜ୍‌ ବିଭାଗର ଏଚ୍‌ଓଡି ଡ. ପ୍ରସନ୍ନ କୁମାର ଭୋଟ ଅଫ୍‌ ଥାଙ୍କସ୍‌ ବା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଜିଆଇଏଫ୍‌ଟି)ର ବେସିକ ସାଇନ୍ସ ଏବଂ ହ୍ୟୁମାନଟିଜ୍‌ ବିଭାଗର ଆସିସଷ୍ଟାଣ୍ଟ ଏଚ୍‌ଓଡି ବିକ୍ରମ କେଶରୀ ରାଉତ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story