ଆଇଏଏସ ପ୍ରଦୀପ ଓ ମୋନା ଶର୍ମାଙ୍କୁ ମିଳିବ ପଦୋନ୍ନତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନରେ ୩ଟି ଅତିରିକ୍ତ ମୁଖ୍ୟ ସଚିବ ପଦ ଖାଲି ପଡ଼ିବାପରେ ରାଜ୍ୟ ସରକାର ୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା ଓ ଡଃ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି। ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମା ଓ ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମା ନିକଟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହିପରି ୧୯୮୬ ବ୍ୟାଚ୍ ଆଇଏଏସ ଶ୍ରୀ ଗୁପ୍ତା ଚଳିତ […]

pradeep-and-mona

pradeep-and-mona

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନରେ ୩ଟି ଅତିରିକ୍ତ ମୁଖ୍ୟ ସଚିବ ପଦ ଖାଲି ପଡ଼ିବାପରେ ରାଜ୍ୟ ସରକାର ୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା ଓ ଡଃ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି।

୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମା ଓ ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମା ନିକଟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହିପରି ୧୯୮୬ ବ୍ୟାଚ୍ ଆଇଏଏସ ଶ୍ରୀ ଗୁପ୍ତା ଚଳିତ ମାସରେ ସରକାରୀ ଚାକିରିରୁ ଅବସର ନେବାର ଥିଲେ ମଧ୍ୟ ସେ ଆଗୁଆ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ ଏହି ୩ଜଣ ବରିଷ୍ଠ ଆଇଏଏସ୍ କାର୍ଯ୍ୟ କରୁଥିଲେ। ତେଣୁ ଏହି ୩ଜଣ ଆଇଏଏସ ଚାଲିଯିବା ପରେ ରାଜ୍ୟରେ ୩ଟି ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ପଦବୀ ଖାଲି ପଡ଼ିଛି। ୨୦୧୯ ଜାନୁୟାରୀ ପହିଲାରୁ ୧୯୮୯ ବ୍ୟାଚର ଆଇଏଏସ୍ ଅଫିସରମାନେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇଁ ହକଦାର ହେଲେଣି।

ଛତିଶଗଡ଼ ଓ ପଞ୍ଜାବ ଭଳି ଅଧିକାଂଶ ରାଜ୍ୟ ସରକାର ୧୯୮୯ ବ୍ୟାଚର ଆଇଏଏସ ଅଫିସରଙ୍କୁ ଏବେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇସାରିଲେଣି। ଓଡ଼ିଶା ସରକାର ଗତ କିଛିମାସ ତଳେ ୧୯୮୮ ବ୍ୟାଚର ୨ ଆଇଏଏସ୍ ଅଫିସର ସିଜେ ଭେନୁଗୋପାଳ ଓ ପିକେ ମହାପାତ୍ରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇସାରିଛନ୍ତି। ତେଣୁ ଏବେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ୩ଟି ପଦବୀ ଖାଲି ପଡ଼ିଥିବାରୁ ରାଜ୍ୟ ସରକାର ୧୯୮୯ ବ୍ୟାଚରେ ଥିବା ୨ଜଣ ଆଇଏଏସ୍ ପ୍ରଦୀପ କୁମାର ଜେନା ଓ ଡଃ ମୋନା ଶର୍ମାଙ୍କୁ ଖୁବଶୀଘ୍ର ପଦୋନ୍ନତି ଦେବେ ବୋଲି ସୂଚନା ମିଳିଛି। ୧୯୮୯ ବ୍ୟାଚରେ ୩ଜଣ ଆଇଏଏସ ଅଫିସର ଥିଲେ ମଧ୍ୟ ବିନୋଦ କୁମାର ଏବେ ସରକାରୀ ଚାକିରିରୁ ନିଲମ୍ବିତ ହୋଇଥିବାରୁ ଏହି ୨ ଆଇଏଏସଙ୍କୁ ଖୁବଶୀଘ୍ର ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story