ଚିଲିକା ମଝିରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଚିଲିକା ମଝିରେ ଅଟକିଲା ଡଙ୍ଗା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯିବାବେଳେ ମହିଷା ନିକଟରେ ଅଟକିଛି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଛାତ୍ରଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି। ଡଙ୍ଗାରେ କିଛି କଲେଜ ଛାତ୍ର  ଫସିଥିବା ବେଳେ ସେମାନେ +୨ ପରୀକ୍ଷା ଦେବାକୁ ଚିଲିକାରେ ସାତପଡା ଯାଉଥିବା ଜଣାଯାଇଛି।  ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି। ଡଙ୍ଗାରେ ଥିବା ଯୁକ୍ତ […]

chilika-2-1

chilika-2-1

Niharika Rout
  • Published: Wednesday, 04 March 2020
  • Updated: 04 March 2020, 09:25 AM IST

Sports

Latest News

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଚିଲିକା ମଝିରେ ଅଟକିଲା ଡଙ୍ଗା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯିବାବେଳେ ମହିଷା ନିକଟରେ ଅଟକିଛି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଛାତ୍ରଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି।

ଡଙ୍ଗାରେ କିଛି କଲେଜ ଛାତ୍ର  ଫସିଥିବା ବେଳେ ସେମାନେ +୨ ପରୀକ୍ଷା ଦେବାକୁ ଚିଲିକାରେ ସାତପଡା ଯାଉଥିବା ଜଣାଯାଇଛି।  ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି। ଡଙ୍ଗାରେ ଥିବା ଯୁକ୍ତ ଦୁଇ ଛାତ୍ରଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos