ଦିଲ୍ଲୀରୁ ଫେରୁଛନ୍ତି ଦାମ, କରିବେ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ରାତିରେ ଦିଲ୍ଲୀରୁ ଫେରୁଛନ୍ତି ଓ ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ନିଜର ଭବିଷ୍ୟତ ରାଜନୀତିକ ଗତିବିଧି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଡାକ୍ତର ରାଉତ ଦିଲ୍ଲୀ ଗସ୍ତରେ ଯାଇ ବିଜେପିରେ ସାମିଲ ହେବା ନେଇ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଡାକ୍ତର ରାଉତ ନିର୍ଦ୍ଦିଷ୍ଟ ଭାବେ କାହା ସହ କଥା ହୋଇଛନ୍ତି ଓ ତାଙ୍କୁ କ’ଣ ପ୍ରତିଶ୍ରୁତି […]

dam

dam

Manoranjan Sial
  • Published: Saturday, 09 March 2019
  • Updated: 09 March 2019, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ରାତିରେ ଦିଲ୍ଲୀରୁ ଫେରୁଛନ୍ତି ଓ ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ନିଜର ଭବିଷ୍ୟତ ରାଜନୀତିକ ଗତିବିଧି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଡାକ୍ତର ରାଉତ ଦିଲ୍ଲୀ ଗସ୍ତରେ ଯାଇ ବିଜେପିରେ ସାମିଲ ହେବା ନେଇ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଡାକ୍ତର ରାଉତ ନିର୍ଦ୍ଦିଷ୍ଟ ଭାବେ କାହା ସହ କଥା ହୋଇଛନ୍ତି ଓ ତାଙ୍କୁ କ’ଣ ପ୍ରତିଶ୍ରୁତି ମିଳିଛି, ତାହା ଜଣାପଡ଼ିନି। ମାତ୍ର ଡାକ୍ତର ରାଉତଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ। ଏଥିପାଇଁ ସେ ନିଜର ଘନିଷ୍ଠ ସମର୍ଥକମାନଙ୍କ ସହ ବିଚାରବିମର୍ଶ ମଧ୍ୟ କରିଛନ୍ତି। ଭୁବନେଶ୍ୱରରେ ଖୁବଶୀଘ୍ର ଏକ ବଡ଼ଧରଣର କାର୍ଯ୍ୟକ୍ରମରେ ଡାକ୍ତର ରାଉତ ବିଜେପିରେ ସାମିଲ ହେବେ। ଡାକ୍ତର ରାଉତଙ୍କୁ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story