ଗ୍ରାମ୍ୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ୧୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ପରେ ରେଳ ଭବନ ଅଡିଟୋରିୟମ୍‌ରେ ଯୁବ ଉଦ୍ୟୋଗୀମାନଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି “ଗ୍ରାମ୍ୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ଉଚିତ। ବର୍ତ୍ତମାନ ଯୁବ ଗ୍ରାମ୍ୟଦ୍ୟୋଗୀ ନିଯୁକ୍ତି ଖୋଜୁଛନ୍ତି। ସେମାନଙ୍କୁ ପ୍ରେତ୍ସାହନ ଦେଲେ ଆଗକୁ ସେମାନେ ଅନ୍ୟମାନଙ୍କୁ ନିଯୁକ୍ତି ଦେବେ।” ଭାରତୀୟ ଯୁବ […]

Vice-president-Venkaiah-Naidu-bats-for-rural-entrepreneurs-and-value-education

Manoranjan Sial
  • Published: Monday, 01 April 2019
  • Updated: 01 April 2019, 06:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ୧୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ପରେ ରେଳ ଭବନ ଅଡିଟୋରିୟମ୍‌ରେ ଯୁବ ଉଦ୍ୟୋଗୀମାନଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି।
ସେ କହିଛନ୍ତି “ଗ୍ରାମ୍ୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ଉଚିତ। ବର୍ତ୍ତମାନ ଯୁବ ଗ୍ରାମ୍ୟଦ୍ୟୋଗୀ ନିଯୁକ୍ତି ଖୋଜୁଛନ୍ତି। ସେମାନଙ୍କୁ ପ୍ରେତ୍ସାହନ ଦେଲେ ଆଗକୁ ସେମାନେ ଅନ୍ୟମାନଙ୍କୁ ନିଯୁକ୍ତି ଦେବେ।”

ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀର ଥିମ୍ ରହିଥିଲା, ‘ଏମ୍‌ପାୱାରିଂ ୟଙ୍ଗ୍ ଗ୍ରାମ୍ ପ୍ରିନିୟର୍ସ ଟୁ କ୍ରିଏଟ୍ ଜବ’। ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ, ପ୍ରଶିକ୍ଷକଙ୍କ ଜରିଆରେ ଯୁବ ଗ୍ରାମ୍ୟ ଉଦ୍ୟୋଗୀ ସୃଷ୍ଟି ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ଓଡ଼ିଶାରେ ମଧ୍ୟ ଗ୍ରାମ୍ୟ ଉଦ୍ୟୋଗୀ ସୃଷ୍ଟି କରିପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ଏହି ଅବସରରେ ଅନ୍‌ଲାଇନ୍‌ରେ ଓଡ଼ିଆରେ ଉଦ୍ୟୋଗୀ ସଂପର୍କିତ ପ୍ରଶିକ୍ଷଣ ନେଇ ଏକ ୱେବସାଇଟ୍ ଲଞ୍ଚ କରାଯାଇଥିଲା। ଓଡ଼ିଶାର କିଛି ଯୁବ ଉଦ୍ୟୋଗୀଙ୍କୁ ପୁରସ୍କାର ସହ ସମ୍ମାନୀତ ମଧ୍ୟ କରାଯାଇଥିଲା।

ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ସାଇ ଇଣ୍ଟରନାସନାଲ ସ୍କୁଲ ପ୍ରତିଷ୍ଠାର ୧୦ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଉତ୍କଳ ଦିବସ ପାଇଁ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଥିଲେ। ସ୍କୁଲରେ ଭ୍ୟାଲୁ ଏଜୁକେସନ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ। ଶିକ୍ଷାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉତ୍ତମ ନାଗରିକ ସୃଷ୍ଟି କରିବା ହେଉ ବୋଲି ଉପରାଷ୍ଟ୍ରପତି କହିଥିଲେ।

ସମାବର୍ତ୍ତନ ଉତ୍ସବରେ ଉପ-ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତକାର୍ଯ୍ୟ ହୋଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତି ପୁରସ୍କୃତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story