ଭୋଟରଙ୍କୁ ପ୍ରତାପ ଜେନାଙ୍କ ଲୋଭନୀୟ ଅଫର ଭିଡିଓ ସାମ୍ନାକୁ ଆସିଲା, ଦେଖନ୍ତୁ ଭିଡିଓ

ସାଲେପୁର (ମନୋଜ ଆଚାର୍ଯ୍ୟ): ବିଜେଡି ସଭାରେ ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ଗଣମାଧ୍ୟମରେ ପ୍ରସାରଣ ପରେ ବିବାଦ ଦେଖାଦେଇଥିଲା। ଏବେ ଏହାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ସାଲେପୁର ମାଳ ଗାଁରେ ଗତ ୧୩ ତାରିଖରେ ଏକ ସଭାରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖୋଲା ଅଫର ଦେଇଥିଲେ ପ୍ରତାପ। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବ, ସେହି […]

pratap

pratap

Manoranjan Sial
  • Published: Friday, 15 March 2019
  • Updated: 15 March 2019, 08:49 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ବିଜେଡି ସଭାରେ ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ଗଣମାଧ୍ୟମରେ ପ୍ରସାରଣ ପରେ ବିବାଦ ଦେଖାଦେଇଥିଲା। ଏବେ ଏହାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି।

ସାଲେପୁର ମାଳ ଗାଁରେ ଗତ ୧୩ ତାରିଖରେ ଏକ ସଭାରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖୋଲା ଅଫର ଦେଇଥିଲେ ପ୍ରତାପ। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବ, ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଥିଲେ। ଏହି ସମୟରେ ଉପସ୍ଥିତ ଜନତା ଓ ଗଣମାଧ୍ୟମ ପ୍ରତିନଧିଙ୍କୁ ମୋବାଇଲ୍‌ ଓ କ୍ୟାମେରା ବନ୍ଦ କରିବାକୁ ତାଗିଦ ମଧ୍ୟ କରିଥିଲେ।

ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା। ବିଜେପି ଏହାକୁ ଧର୍ତ୍ତବ୍ୟ ଅପରାଧ ବୋଲି ଦର୍ଶାଇ ପ୍ରତାପଙ୍କୁ ଆଗାମୀ ନିର୍ବାଚନ ଲଢିବାକୁ ଅସିଦ୍ଧ ଘୋଷଣା କରିବା ଦାବିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଫେରାଦ ହୋଇଥିଲା। କଟକ ଜିଲ୍ଲା ବିଜେପି ସଭାପତି ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ ସାଲେପୁର ଥାନାରେ ଏତଲା ଦେଇଥିଲେ।

କଂଗ୍ରେସ ମଧ୍ୟ ପ୍ରତାପ ଜେନାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଉ ବୋଲି ଦାବି କରିଥିଲା।

ଏବେ ଘଟଣାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଥିବାରୁ ନିର୍ବାଚନ ଅଧିକାରୀ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story