ଲାଂଚ ନେଇ ଥାନା ଆଇଆଇସି ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ରାଜ୍ୟ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜଣେ ମଦ ବ୍ୟବସାୟୀଙ୍କଠୁ ୨୦ହଜାର ଲାଂଚ ନେବା ସମୟରେ ରାଜ୍ୟ ଭିଜିଲାନ୍ସ ତାଙ୍କ ଅଫିସ୍ ଚାମ୍ବର ଭିତରୁ ଏହି ଟଙ୍କା ଜବତ କରିଛି । ସାକ୍ଷୀଙ୍କ ଉପସ୍ଥିତିରେ ଏହି ଲାଂଚ ଟଙ୍କା ଜବତ ହୋଇଛି । ତାଙ୍କ ସରକାରୀ କ୍ୱାର୍ଟର୍ସରେ ମଧ୍ୟ ଭିଜିଲାନ୍ସ […]

Odisha Police

Odisha Police

Ordigital Desk
  • Published: Wednesday, 24 August 2022
  • Updated: 24 August 2022, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ରାଜ୍ୟ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଜଣେ ମଦ ବ୍ୟବସାୟୀଙ୍କଠୁ ୨୦ହଜାର ଲାଂଚ ନେବା ସମୟରେ ରାଜ୍ୟ ଭିଜିଲାନ୍ସ ତାଙ୍କ ଅଫିସ୍ ଚାମ୍ବର ଭିତରୁ ଏହି ଟଙ୍କା ଜବତ କରିଛି । ସାକ୍ଷୀଙ୍କ ଉପସ୍ଥିତିରେ ଏହି ଲାଂଚ ଟଙ୍କା ଜବତ ହୋଇଛି । ତାଙ୍କ ସରକାରୀ କ୍ୱାର୍ଟର୍ସରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିବା ସହ ତାଙ୍କ ନାଁରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ଯେ, ଆଇଆଇସି ଶ୍ରୀ ପଟ୍ଟନାୟକ ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ଭାବଗ୍ରାହୀ ସାହୁଙ୍କ ଏକ ମଦ ବୋଝେଇ ଗାଡ଼ିକୁ ଜବତ କରିଥିଲେ । ଉକ୍ତ ଗାଡ଼ିକୁ ଛାଡ଼ିବା ପାଇଁ ୨୦ହଜାର ଟଙ୍କା ଲାଂଚ ଦାବି କରିôତଲେ । ଏନେଇ ଶ୍ରୀ ସାହୁ ବରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ଉଭୟ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ଅନୁସାରେ ଲୋଇସିଂହା ଥାନାରେ ଆଇଆଇସି ଶ୍ରୀ ପଟ୍ଟନାୟକ ଲାଂଚ ନେଉଥିବାବେଳେ ତାଙ୍କୁ ଧରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story