କୁଚିଣ୍ଡା ଉପଖଣ୍ଡ ଲ୍ୟାମ୍ପସ୍‌ ଲୋନ୍‌ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍‌

<p>କୁଚିଣ୍ଡା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ପାରୁଆଭାଡ଼ି ଲ୍ୟାମ୍ପସ୍&zwnj; ଲୋନ୍&zwnj; ମ୍ୟାନେଜର ଉଜ୍ଜ୍ୱଳ ସିଂଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଉଜ୍ଜ୍ୱଳଙ୍କ ପାରୁଆଭାଡ଼ି ଅଫିସ୍ ଓ ଶଶ୍ୱର ଘର ଦେବଗଡ଼ ଜିଲ୍ଲା କୋରଡ଼ରେ ମଧ୍ୟ ଚଢ଼ାଉ ହୋଇଛି।</p> <p>ଭିଜିଲାନ୍ସ ଡିଏସ୍&zwnj;ପି ବି.କେ ନାଏକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସମ୍ୱଲପୁର ଓ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ&nbsp; ଏହି ଚଢ଼ାଉ କରାଯାଇଛି।</p>

Ordigital Desk
  • Published: Saturday, 18 November 2017
  • Updated: 18 November 2017, 08:27 AM IST

Sports

Latest News

<p>କୁଚିଣ୍ଡା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ପାରୁଆଭାଡ଼ି ଲ୍ୟାମ୍ପସ୍&zwnj; ଲୋନ୍&zwnj; ମ୍ୟାନେଜର ଉଜ୍ଜ୍ୱଳ ସିଂଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଉଜ୍ଜ୍ୱଳଙ୍କ ପାରୁଆଭାଡ଼ି ଅଫିସ୍ ଓ ଶଶ୍ୱର ଘର ଦେବଗଡ଼ ଜିଲ୍ଲା କୋରଡ଼ରେ ମଧ୍ୟ ଚଢ଼ାଉ ହୋଇଛି।</p><p>ଭିଜିଲାନ୍ସ ଡିଏସ୍&zwnj;ପି ବି.କେ ନାଏକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସମ୍ୱଲପୁର ଓ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ&nbsp; ଏହି ଚଢ଼ାଉ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos