ଗାଁରେ ନାହିଁ ସ୍କୁଲ, ତମ୍ବୁ ତଳେ ଚାଲିଛି ଭୋଟ

ନୂଆପଡ଼ା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ପଞ୍ଚାୟତର ୯ ନମ୍ବର ୱାଡ ବୋଡାଛାପର ଗାଁ । ବୋଡାଛାପର ଗାଁରେ ନା ତ ଅଛି ସ୍କୁଲ ନା ଅଙ୍ଗନୱାଡି କେନ୍ଦ୍ର। ତେଣୁ ଭୋଟ ଦାନ କିପରି ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ତଥା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ତମ୍ବୁ ବନ୍ଧା ଯାଇ ଚାଲିଛି ଭୋଟିଂ।  ଏହି କେନ୍ଦ୍ରରେ ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । […]

voting

voting

Niharika Rout
  • Published: Friday, 18 February 2022
  • Updated: 18 February 2022, 10:35 AM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ପଞ୍ଚାୟତର ୯ ନମ୍ବର ୱାଡ ବୋଡାଛାପର ଗାଁ । ବୋଡାଛାପର ଗାଁରେ ନା ତ ଅଛି ସ୍କୁଲ ନା ଅଙ୍ଗନୱାଡି କେନ୍ଦ୍ର। ତେଣୁ ଭୋଟ ଦାନ କିପରି ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ତଥା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ତମ୍ବୁ ବନ୍ଧା ଯାଇ ଚାଲିଛି ଭୋଟିଂ।  ଏହି କେନ୍ଦ୍ରରେ ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ ।

ବୋଡାଛାପର ଗାଁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବୁଡି ଅଞ୍ଚଳ ଗାଁ । ଆବଶ୍ୟକ କ୍ଷତିପୂରଣ ପାଇ ନ ଥିବାରୁ ଦୀର୍ଘ ବର୍ଷ ହେଲା ଗାଁ ଛାଡି ନାହାନ୍ତି ଗ୍ରାମବାସୀ । ଏହି ଗାଁରେ ୩୧୧ ଭୋଟର ଅଛନ୍ତି। ହେଲେ ଏହା ବୁଡ଼ି ଅଞ୍ଚଳ ହୋଇଥିବାରୁ ଏଠାରେ ଥିବା ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଅନ୍ୟତ୍ର ଉଠାଇ ନିଆଯାଇଛି। ଏଠାରେ ଥିବା ସ୍କୁଲ ଓ ଅଙ୍ଗନୱାଡି ଘର ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ସେଠାରେ ମତଦାନ କେନ୍ଦ୍ର କରିବା ସମ୍ଭବ ନୁହେଁ।

ଗତକାଲି ପୋଲିଂ କର୍ମଚାରୀ ପହଞ୍ଚି ମତଦାନ କେନ୍ଦ୍ର ନ ଥିବା ଦେଖିଥିଲେ। ଏହାପରେ  ପ୍ରିଜାଇଣ୍ଡିଂ ଅଫିସର, ତହସିଲଦାର, ବିଡିଓ ଓ ଗ୍ରାମବାସୀଙ୍କ ମିଳିତ ଚେଷ୍ଟାରେ ତମ୍ବୁ ଟଣାଯାଇ ସେଠାରେ ଆଜି ସକାଳୁ ଭୋଟିଂ କରାଯାଉଛି। ସକାଳୁ ସକାଳୁ ଭୋଟ ଦେବାକୁ ଲୋକେ ମଧ୍ୟ ଲାଇନ୍‌ ଲଗାଇ ଦେଇଛନ୍ତି।

https://youtu.be/y53VzM55TX4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story