ଦାମୋଦରପୁର ଗାଁରେ ପାଣି କିଣୁଛନ୍ତି ଲୋକେ,୧୦ ଟଙ୍କାରେ ଗରାଏ

ଭୁବନେଶ୍ୱର: ପ୍ରବଳ ଖରା ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଯାଜପୁର ଜିଲ୍ଲା ସୁକିନ୍ଦାର ଦାମୋଦରପୁର ଗାଁରେ ଲୋକେ ୧୦ ଟଙ୍କା ଦେଇ ଗରାଏ ପାଣିର କିଣୁଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଗାଁର ବହୁଲୋକ ବାଲଟି, ଗରା ଧରି ଟ୍ୟାଙ୍କର ଆଗରେ ଲାଇନ୍‌ ଲଗାଇ ପଇସା ଦେଇ ପାଣି କିଣୁଥିବା ଦେଖିବାକୁ ମିଳୁଛି। ଦାମୋଦରପୁର ଗାଁର ଲିକୁନ୍ ଶତପଥୀ କହିଛନ୍ତି,“ଗାଁରେ ପାଣି ନ ମିଳିବାରୁ ଆମେ ସବୁ ପାଣି କିଣି ପିଉଥିଲୁ। […]

water-sells-at-jajpur

water-sells-at-jajpur

Rakesh Mallick
  • Published: Friday, 06 May 2016
  • Updated: 06 May 2016, 03:16 PM IST

Sports

Latest News

water-sells-at-jajpurଭୁବନେଶ୍ୱର: ପ୍ରବଳ ଖରା ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଯାଜପୁର ଜିଲ୍ଲା ସୁକିନ୍ଦାର ଦାମୋଦରପୁର ଗାଁରେ ଲୋକେ ୧୦ ଟଙ୍କା ଦେଇ ଗରାଏ ପାଣିର କିଣୁଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଗାଁର ବହୁଲୋକ ବାଲଟି, ଗରା ଧରି ଟ୍ୟାଙ୍କର ଆଗରେ ଲାଇନ୍‌ ଲଗାଇ ପଇସା ଦେଇ ପାଣି କିଣୁଥିବା ଦେଖିବାକୁ ମିଳୁଛି।

ଦାମୋଦରପୁର ଗାଁର ଲିକୁନ୍ ଶତପଥୀ କହିଛନ୍ତି,“ଗାଁରେ ପାଣି ନ ମିଳିବାରୁ ଆମେ ସବୁ ପାଣି କିଣି ପିଉଥିଲୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲୁ କିନ୍ତୁ କିଛି ସୁଫଳ ମିଳିପାରିଲା ନାହିଁ। ଯଦି କିଛି ଦିନ ମଧ୍ୟରେ ପାଣି ନ ଆସେ ତେବେ ରାଜରାସ୍ତାକୁ ଓହ୍ଲେଇବୁ।”

ସେହି ଗାଁର ରମାକାନ୍ତ ଦାସ କହିଛନ୍ତି,“ପ୍ରଶାସନ ପକ୍ଷରୁ ଯଦି ସ୍ଥାୟୀ ଭାବେ ପାଣିଯୋଗାଣର ବ୍ୟବସ୍ଥା କରା ନ ଯିବ ତେବେ ଆମେ ରାଜରାସ୍ତାକୁ ଓହ୍ଲେଇବୁ।”

ଅନ୍ୟପକ୍ଷରେ ପାଣି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମରାଜପୁରରେ ବିଡିଓଙ୍କୁ କାର୍ଯ୍ୟଳୟ ଆଗରେ ଟାଙ୍ଗରସାହି ଗାଁର ମହିଳାମାନେ ଆଜି ଧାରଣା ଦେଇଥିଲା ବେଳେ ଆଠଗଡ ବ୍ଲକ୍‌ ଓରନ୍ଦା ଗାଁର ଲୋକେ ମାଠିଆ, ବାଲଟି ଧରି ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ତାହାସହ ବିଡିଓ ଓ ଜଳଯୋଗାଣ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ। ଟ୍ୟାଙ୍କିର ଯୋଗେ ଜଳଯୋଗାଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story