ଏବେ ବର୍ଷା କରିବେ କ’ଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦାମ୍ପତ୍ୟ କଳହକୁ ନେଇ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଡ଼ ଥମି ଆସୁଥିବା ବେଳେ ଏବେ ପୁଣି ଥରେ ସକ୍ରିୟ ହୋଇଛି। ସ୍ୱାମୀ ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ କରିଥିବା ଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରି ବର୍ଷାଙ୍କୁ ନୋଟିସ୍ ହୋଇଛି। ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି  ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ […]

Barsha

Barsha

Tapas Behera
  • Published: Wednesday, 07 October 2020
  • Updated: 07 October 2020, 04:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦାମ୍ପତ୍ୟ କଳହକୁ ନେଇ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଡ଼ ଥମି ଆସୁଥିବା ବେଳେ ଏବେ ପୁଣି ଥରେ ସକ୍ରିୟ ହୋଇଛି। ସ୍ୱାମୀ ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ କରିଥିବା ଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରି ବର୍ଷାଙ୍କୁ ନୋଟିସ୍ ହୋଇଛି। ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି  ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏନେଇ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ ଅଛି ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏହି ମାମମଲାରେ ବର୍ଷା ଏଯାଏଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ସେପଟେ ଘରୋଇ ହିଂସାକୁ ନେଇ କଟକ ଏସଡିଜେଏମରେ କରିଥିବା ଆବେଦଦନ ଉପରେ ଅକ୍ଟୋବର ୧୨ରେ ଶୁଣାଣି ରହିଛି। ଇତିମଧ୍ୟରେ  ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଦାଏର ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସର୍ବୋଚ୍ଚକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଉକ୍ତ ପିଟିସନରେ ହୋଇଥିବା ଆବେଦନ ଅନୁଯାୟୀ, ଜଣେ ମହିଳାଙ୍କ ପକ୍ଷେ ନିଜେ ରହୁଥିବା ସ୍ଥାନରୁ ଏତେ ଦୂରରେ ଆସି ଦିଲ୍ଲୀରେ ମାମଲା ଲଢ଼ିବା ସମ୍ଭବ ନୁହେଁ। ତେଣୁ ଟ୍ରାନ୍ସଫର ପିଟିସନ ନିଷ୍ପତ୍ତି ନହେବା ଯାଏଁ ପଟିଆଲା ହାଉସକୋର୍ଟର ଛାଡ଼ପତ୍ର ମାମଲାର ଶୁଣାଣି ବନ୍ଦ ରଖିବାକୁ ମଧ୍ୟ ଆବେଦନରେ ଦର୍ଶାଯାଇଥିଲା।  ଅନ୍ୟପଟେ  ସୁପ୍ରିମକୋର୍ଟରେ ସ୍ୱାମୀ ଅନୁଭବ ମଧ୍ୟ ଏକ କ୍ୟାଭେଟ୍ ପିଟିସନ୍ ଦାଖଲ କରିଥିଲେ । ଯେଉଁଥିରେ ତାଙ୍କ ପକ୍ଷ ନଶୁଣି ପତ୍ନୀ ବର୍ଷାଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ଅପିଲ୍ ରହିଥିଲା। ତେବେ ଏହାରି ଭିତରେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅନୁଭବଙ୍କ ମାମଲାକୁ ଗ୍ରହଣ କରିଥିଲେ।

ତେବେ ଆଜି କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ କହିଛନ୍ତି ଯେ, ଅନୁଭବଙ୍କ ଆବେଦନ ଉପରେ କୋର୍ଟ ନୋଟିସ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି। ସେପଟେ ବର୍ଷାଙ୍କ ପକ୍ଷରୁ ସୁପ୍ରିକୋର୍ଟରେ ଟ୍ରାନ୍ସଫର ପିଟିସନ ଆବେଦନ ଉପରେ କୌଣସି ଅର୍ଡ଼ର ଆସିନାହିଁ ବୋଲି ଅଶ୍ୱିନୀ କହିଛନ୍ତି। ମେଟର ଏବେ ବି ସୁପ୍ରିମକୋର୍ଟରେ ଲିଷ୍ଟ ବି ହୋଇ ନାହିଁ। ଏ ବାବଦରେ ଯେବେ ସୁପ୍ରିମକୋର୍ଟରୁ ଅର୍ଡ଼ର ଆସିବ ଏହାର ଉତ୍ତର ଆମେ ଦେବୁ ବୋଲି ସେ କହିଛନ୍ତି। ତେବେ ଦିଲ୍ଲୀ ପଟିଆଲା କୋର୍ଟଙ୍କ ପକ୍ଷରୁ ଇସ୍ୟୁ ହୋଇ ହୋଇଥିବା ଅର୍ଡ଼ର ଉପରେ ବର୍ଷା ତାଙ୍କର କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଯେହେତୁ ବର୍ଷା ପୂର୍ବରୁ ପିଟିସନ ଟ୍ରାନ୍ସଫର ନେଇ ସୁପ୍ରିମକୋର୍ଟ ଯାଇଥିଲେ ଏବେ ତାଙ୍କର ଆଗାମୀ ପଦକ୍ଷେପ କଣ ରହିବ ତାହା ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story