ବିନା ଆର୍‌ଟିଆଇ ଦରଖାସ୍ତରେ ମିଳିବ ସରକାରୀ ତଥ୍ୟ

ଭୁବବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ଆର୍‌ଟିଆଇ (ରାଇଟ୍‌ ଟୁ ଇନ୍‌ଫରର୍ମେସନ୍‌) ଦରଖାସ୍ତରେ ମିଳିବ ସରକାରୀ ତଥ୍ୟ। ଏଥିପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ନୂଆ ୱେବସାଇଟ୍‌। ଯାହାର ନାଁ ହେଉଛି ODISHA.DATA.GOV.IN। ଏହି ୱେବସାଇଟ୍‌କୁ ଉନ୍ମୋଚନ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏହି ୱେବସାଇଟ୍‌ରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗର ତଥ୍ୟ ଉପଲବ୍ଧ ହେବ। ଆଗାମୀ ୭ ଦିନ ମଧ୍ୟରେ ଅତି କମ୍‌ରେ ୧୦ଟି ଲେଖାଏଁ ତଥ୍ୟ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। […]

without-rti-application-applicant-got-information

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 07:56 PM IST

Sports

Latest News

ଭୁବବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ଆର୍‌ଟିଆଇ (ରାଇଟ୍‌ ଟୁ ଇନ୍‌ଫରର୍ମେସନ୍‌) ଦରଖାସ୍ତରେ ମିଳିବ ସରକାରୀ ତଥ୍ୟ। ଏଥିପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ନୂଆ ୱେବସାଇଟ୍‌। ଯାହାର ନାଁ ହେଉଛି ODISHA.DATA.GOV.IN। ଏହି ୱେବସାଇଟ୍‌କୁ ଉନ୍ମୋଚନ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏହି ୱେବସାଇଟ୍‌ରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗର ତଥ୍ୟ ଉପଲବ୍ଧ ହେବ। ଆଗାମୀ ୭ ଦିନ ମଧ୍ୟରେ ଅତି କମ୍‌ରେ ୧୦ଟି ଲେଖାଏଁ ତଥ୍ୟ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍କୁଲ ଓ ଗଣଶିକ୍ଷା ତଥା ସ୍ୱାସ୍ଥ୍ୟ ବିଭାଗକୁ ଏହି ତଥ୍ୟ ଅପ୍‌ଲୋଡ଼୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତଥ୍ୟକୁ ଆଧାର କରି ଯେ କେହି ମୋବାଇଲ୍ ଆପ୍ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା ପ୍ରଶାସନ ଅଧିକ ସ୍ୱଚ୍ଛ ହୋଇପାରିବ ବୋଲି ଆଇଟି ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସିକିମ, ତାମିଲନାଡୁ, ଆସାମ ପ୍ରଭୃତି ରାଜ୍ୟରେ ଏହି ଯୋଜନା ଆରମ୍ଭ ହୋଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story