ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପଦାସାହିରେ ସ୍ୱାମୀର ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦଷ୍ଟା ନାୟକ। ତାଙ୍କ ସ୍ୱାମୀଙ୍କ ନାଁ ପ୍ରଶାନ୍ତ ନାୟକ। ଘରୋଇ କଳିକୁ କେନ୍ଦ୍ର କରି ପ୍ରଶାନ୍ତ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପ୍ରଶାନ୍ତକୁ ଗିରଫ କରିଛି।

body

body

Jyoshna Pradhan
  • Published: Sunday, 09 June 2019
  • Updated: 09 June 2019, 11:36 AM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପଦାସାହିରେ ସ୍ୱାମୀର ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦଷ୍ଟା ନାୟକ। ତାଙ୍କ ସ୍ୱାମୀଙ୍କ ନାଁ ପ୍ରଶାନ୍ତ ନାୟକ।

ଘରୋଇ କଳିକୁ କେନ୍ଦ୍ର କରି ପ୍ରଶାନ୍ତ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପ୍ରଶାନ୍ତକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story