ପୁଅ ପଚାରୁଛି ମମି ତୁ’ ସତ କହ କେବେ ଆସିବୁ....

ରାଉକେଲା(ପୱନ ତିୱାରୀ) ମା’  ସେ ଯଶୋଦା, ସେ ଦେବକୀ, ସେ ପୁଣି ବାତ୍ସଲ୍ୟମୟୀ । କରୋନା ଯୋଦ୍ଧାର ଏ ସାଞ୍ଜୁ ଭିତରେ, ପ୍ରତିଟି ମୁହୂର୍ତ୍ତରେ, ନିଜ ୫ ବର୍ଷର ପୁଅକୁ ଝୁରି ମରୁଛି ଏକ ମମତାମୟୀ ମାଆ। ମନ କେବେ ଘରକୁ ଯିବ, କେବେ ପୁଅକୁ ଟିକେ କୋଳେଇ ଧରିବ, ଆଉ ତାକୁ ମନଭରି ଗେଲା କରିବ, ସେଇ ଅପେକ୍ଷାରେ ବିତିଗଲାଣି। ରାଉରକେଲା କୋଭିଡ୍ ହସ୍ପିଟାଲର ଲାବ୍ ଟେକ୍ନିସିଆନ୍ ନୌସାବା ପର୍ବିନ୍  ଭୂତାଣୁ ଭୟକୁ ପଛ କରି […]

Mu-Tote-Miss-Karuchhi (2)

Mu-Tote-Miss-Karuchhi (2)

Tapas Behera
  • Published: Monday, 11 May 2020
  • Updated: 11 May 2020, 06:55 PM IST

Sports

Latest News

ରାଉକେଲା(ପୱନ ତିୱାରୀ) ମା’  ସେ ଯଶୋଦା, ସେ ଦେବକୀ, ସେ ପୁଣି ବାତ୍ସଲ୍ୟମୟୀ । କରୋନା ଯୋଦ୍ଧାର ଏ ସାଞ୍ଜୁ ଭିତରେ, ପ୍ରତିଟି ମୁହୂର୍ତ୍ତରେ, ନିଜ ୫ ବର୍ଷର ପୁଅକୁ ଝୁରି ମରୁଛି ଏକ ମମତାମୟୀ ମାଆ। ମନ କେବେ ଘରକୁ ଯିବ, କେବେ ପୁଅକୁ ଟିକେ କୋଳେଇ ଧରିବ, ଆଉ ତାକୁ ମନଭରି ଗେଲା କରିବ, ସେଇ ଅପେକ୍ଷାରେ ବିତିଗଲାଣି। ରାଉରକେଲା କୋଭିଡ୍ ହସ୍ପିଟାଲର ଲାବ୍ ଟେକ୍ନିସିଆନ୍ ନୌସାବା ପର୍ବିନ୍  ଭୂତାଣୁ ଭୟକୁ ପଛ କରି କରୋନା ଆକ୍ରାନ୍ତଙ୍କ ରକ୍ତ ନମୂନା ଓ ସ୍ୱାବ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି। ସେ ଏବେ ହସ୍ପିଟାଲ ପରିସରରେ ରହୁଛନ୍ତି। ହସ୍ପିଟାଲରୁ ତାଙ୍କ ଘର ଘର ମାତ୍ର ୧୨ କିଲୋମିଟର ।

ଅତିବେଶୀରେ ଅଧଘଣ୍ଟାଏର ବାଟ।  ହେଲେ ପରିବାରର ସୁରକ୍ଷା ପାଇଁ, ଛାତିରେ ପଥର ଚାପି, କେବଳ ଭିଡିଓ କଲରେ ନିଜ ମନକୁ ଆଉ ପୁଅକୁ ମିଛସତ କହି ଭୁଲାଇଦେଉଛନ୍ତି ପର୍ବିନ୍। ପୁଅ ସହ କଥା ହେବା ବେଳେ ନିଜର କୋହକୁ ଚାପିରଖି ପାରନ୍ତି ନାହିଁ ସେ । କଥା ହେବା ପରେ ଆଖିରୁ ତାଙ୍କର ଧାର ଧାର ହୋଇ ବହିଯାଏ ଲୁହ । ପୁଅର ସବୁ ଅଳିଅଦ୍ଧଳିକୁ ପୂରା କରିବେ ବୋଲି ପୁଅକୁ ସେ ପ୍ରମିଜ୍‌ କରନ୍ତି। ପୁଅ ସବୁଦିନେ ପଚାରେ ମା ତୁମେ କେବେ ଆସିବ l ମା କୁହେ ଦୁଇ ଦିନ ପରେ ଦେଖା ହେବ l ଏମିତି ଦୁଇ ଦିନ ଦୁଇ ଦିନ କହି ମାସଟିଏ ହେଲାଣି l ହେଲେ ସେ ତାଙ୍କ ପୁଅକୁ ଭେଟିବାକୁ ଯାଇପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story