ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପକୁ ବିଶ୍ୱବ୍ୟାଙ୍କର ପ୍ରଶଂସା। ଗତକାଲି  ବିଶ୍ୱବ୍ୟାଙ୍କ କଣ୍ଟ୍ରି ନିର୍ଦ୍ଦେଶକ ଜୁନେଦ ଅହମ୍ମଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅବସରରେ ସେ ଗରିବୀ ହ୍ରାସ ଦିଗରେ ସରକାରଙ୍କୁ ପ୍ରଶଂସା କରିବା ସହ ଶିଶୁ ମୃତ୍ୟୁ ହାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉତ୍ସାହଜନକ ବୋଲି କହିଥିଲେ। ଏହି ଆଲୋଚନାରେ ବିଶ୍ୱବ୍ୟାଙ୍କ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ଓ ବୈଷୟିକ ସହାୟତା ଦେବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଏକ କାର୍ଯ୍ୟକାରୀ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 02:24 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପକୁ ବିଶ୍ୱବ୍ୟାଙ୍କର ପ୍ରଶଂସା। ଗତକାଲି  ବିଶ୍ୱବ୍ୟାଙ୍କ କଣ୍ଟ୍ରି ନିର୍ଦ୍ଦେଶକ ଜୁନେଦ ଅହମ୍ମଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅବସରରେ ସେ ଗରିବୀ ହ୍ରାସ ଦିଗରେ ସରକାରଙ୍କୁ ପ୍ରଶଂସା କରିବା ସହ ଶିଶୁ ମୃତ୍ୟୁ ହାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉତ୍ସାହଜନକ ବୋଲି କହିଥିଲେ।

ଏହି ଆଲୋଚନାରେ ବିଶ୍ୱବ୍ୟାଙ୍କ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ଓ ବୈଷୟିକ ସହାୟତା ଦେବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇ କ୍ଷେତ୍ର ଚିହ୍ନଟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story