ଭାରତର ଐତିହ୍ୟ ଓ ସଂସ୍କୃତି ମହାନ: ଡେନିସ୍‌ କ୍ରିଷ୍ଟୋଫର ମାୟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଐତିହ୍ୟ ଓ ସଂସ୍କୃତି ମହାନ। ଭାରତୀୟ ସାହିତ୍ୟ ମୂଲ୍ୟବୋଧ ଭିତ୍ତିକ ଓ ଏଥିରେ ଭାରତୀୟ ସଂସ୍କୃତିର ମହନୀୟତାର ଝଲକ ଦେଖିବାକୁ ମିଳେ। ଏକଥା କହିଛନ୍ତି ଆମେରିକୀୟ କବି ପ୍ରଫେସର ଡେନିସ୍‌ କ୍ରିଷ୍ଟୋଫର ମାୟର। ଭୁବନେଶ୍ୱର ଶ୍ରୀବିହାର ସ୍ଥିତ ଚେରୀ ବ୍ଲସମ୍ସ ପ୍ରିସ୍କୁଲ‍ରେ ମହିଳା ଦିବସ ପାଳନ ଅବସରରେ ଏକଥା କହିଛନ୍ତି। ଏହି ଅବସରରେ ସ୍କୁଲ‍ର ଅଧ୍ୟକ୍ଷା ଗାୟତ୍ରୀ ମାବୁରୁଙ୍କ ଦ୍ୱାରା ଲିଖିତ କବିତା ସଂକଳନ ‘ବସୁଧା’କୁ ପ୍ରଫେସର ମାୟର ଉନ୍ମୋଚନ କରିଥିଲେ। ବସୁଧା […]

world women's day celebration in bbsr

world women's day celebration in bbsr

Rakesh Mallick
  • Published: Friday, 09 March 2018
  • Updated: 09 March 2018, 11:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଐତିହ୍ୟ ଓ ସଂସ୍କୃତି ମହାନ। ଭାରତୀୟ ସାହିତ୍ୟ ମୂଲ୍ୟବୋଧ ଭିତ୍ତିକ ଓ ଏଥିରେ ଭାରତୀୟ ସଂସ୍କୃତିର ମହନୀୟତାର ଝଲକ ଦେଖିବାକୁ ମିଳେ। ଏକଥା କହିଛନ୍ତି ଆମେରିକୀୟ କବି ପ୍ରଫେସର ଡେନିସ୍‌ କ୍ରିଷ୍ଟୋଫର ମାୟର। ଭୁବନେଶ୍ୱର ଶ୍ରୀବିହାର ସ୍ଥିତ ଚେରୀ ବ୍ଲସମ୍ସ ପ୍ରିସ୍କୁଲ‍ରେ ମହିଳା ଦିବସ ପାଳନ ଅବସରରେ ଏକଥା କହିଛନ୍ତି। ଏହି ଅବସରରେ ସ୍କୁଲ‍ର ଅଧ୍ୟକ୍ଷା ଗାୟତ୍ରୀ ମାବୁରୁଙ୍କ ଦ୍ୱାରା ଲିଖିତ କବିତା ସଂକଳନ ‘ବସୁଧା’କୁ ପ୍ରଫେସର ମାୟର ଉନ୍ମୋଚନ କରିଥିଲେ। ବସୁଧା ପୁସ୍ତକର ଗୋଟିଏ ଭାଗ ଭାରତୀୟ ନାରୀର ମହାନତାର ସ୍ୱର ବହନ କରିଛି।

teacherଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲୋପାମୁଦ୍ରା ମିଶ୍ର, ଲେଖିକା ନମିତାରାଣୀ ପଣ୍ଡା, ସ୍ୱପ୍ନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନଙ୍କୁ ପବିତ୍ର ତୁଳସୀ ବୃକ୍ଷ ଓ ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story