ଫାଷ୍ଟଫୁଡ ଖାଇବାରୁ ବଚସା, ଯୁବକଙ୍କୁ ପିଟି ପିଟି ମାରିଦେଲେ

ଅନୁଗୋଳ (ବିରଜା ପ୍ରସାଦ ଦାସ): ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା କଲେ ବାପ ଓ ତାଙ୍କ ଦୁଇ ପୁଅ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ।  ମୃତ ଯୁବକ ଜଣଙ୍କ ହେଲେ ଶୁଭାଶିଷ ମହାପାତ୍ର। ପୁଲିସ ବାପା ସୁବାସ ଦୋରା ଓ ତାଙ୍କର ଗୋଟିଏ ପୁଅକୁ ଅଟକ ରଖିଛି। ଆଉ ଜଣେ ପୁଅ ଘଟଣା ପରେ ଫେରାର […]

aaaaaaaa

aaaaaaaa

Tapaswini Nayak
  • Published: Saturday, 04 September 2021
  • Updated: 04 September 2021, 02:54 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାସ): ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା କଲେ ବାପ ଓ ତାଙ୍କ ଦୁଇ ପୁଅ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ।  ମୃତ ଯୁବକ ଜଣଙ୍କ ହେଲେ ଶୁଭାଶିଷ ମହାପାତ୍ର। ପୁଲିସ ବାପା ସୁବାସ ଦୋରା ଓ ତାଙ୍କର ଗୋଟିଏ ପୁଅକୁ ଅଟକ ରଖିଛି। ଆଉ ଜଣେ ପୁଅ ଘଟଣା ପରେ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୁବାଷ ଦୋରାଙ୍କ ଫାଷ୍ଟଫୁଡ ଦୋକାନ ରହିଛି। ଗତକାଲି ସନ୍ଧ୍ୟାରେ ସୁଭାଶିଷ ଏହି ଦୋକାନକୁ ଫାଷ୍ଟଫୁଡ ଖାଇବାକୁ ଯାଇଥିଲେ। ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ସୁଭାଶିଷଙ୍କର ସୁବାଷ ଓ ତାଙ୍କ ପୁଅ ସହ ବଚସା ହୋଇଥିଲା। ଏହି କଥାକୁ ନେଇ ରାତି ପ୍ରାୟ ୧୦ଟା ସମୟରେ ପୁରୁଣାଗଡ଼ ଛକରେ ସୁବାଷ ଓ ତାଙ୍କ ପୁଅ ସୁଭାଶିଷଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରଛି ଓ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story