ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ହତ୍ୟା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଘରୁ କୌଣସି କାମରେ ଯାଇ ଫେରି ନଥିଲେ ଯୁବକ। ଆଜି ମିଳିଲା ମୃତଦେହ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ମଝିପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବିନ୍ଦ କୁଅଁର। ତାଙ୍କ ଘର ଘେନୁ ପାଲି ଗାଁରେ। ଗତ ମଙ୍ଗଳବାର ଦିନ ସୁବିନ୍ଦ ମଝିପଡ଼ାକୁ ଯାଇଥିଲେ। ତା’ପରେ ସେ ଆଉ ଘରକୁ ଫେରି ନ ଥିଲେ।  ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି  କରିଥିଲେ , ହେଲେ ପାଇ ନଥିଲେ। […]

deadbody

deadbody

Tapaswini Nayak
  • Published: Friday, 29 April 2022
  • Updated: 29 April 2022, 10:45 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଘରୁ କୌଣସି କାମରେ ଯାଇ ଫେରି ନଥିଲେ ଯୁବକ। ଆଜି ମିଳିଲା ମୃତଦେହ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ମଝିପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବିନ୍ଦ କୁଅଁର। ତାଙ୍କ ଘର ଘେନୁ ପାଲି ଗାଁରେ।

ଗତ ମଙ୍ଗଳବାର ଦିନ ସୁବିନ୍ଦ ମଝିପଡ଼ାକୁ ଯାଇଥିଲେ। ତା’ପରେ ସେ ଆଉ ଘରକୁ ଫେରି ନ ଥିଲେ।  ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି  କରିଥିଲେ , ହେଲେ ପାଇ ନଥିଲେ। ସୁବିନ୍ଦଙ୍କୁ ସଂଘବନ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଗତକାଲି ପରିବାର ଲୋକେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପରିବାର ଲୋକେ ଥାନା ମଧ୍ୟ ଘେରାଓ କରିଥିଲେ। ପୁଲିସ ୨ ଜଣଙ୍କ ଅଟକ ରଖି  ସେମାନଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ବୟାନ  ଆଧାରରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଆଜି ସକାଳେ ବୁର୍ଲା ପାଓ୍ୱାର ଚ୍ୟାନେଲର ଅଠର ହଜାର ନିକଟରୁ ସୁବିନ୍ଦଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ମିଳିଥିଲା।

ପରକୀୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story