୧୦୧ ବର୍ଷିୟା ବୃଦ୍ଧା ହେଲେ ମା:  ଓଭାରି ପ୍ରତ୍ୟାରୋପଣ କରି ପିଲାକୁ ଜନ୍ମ ଦେଲେ

ମା ହେବା ଜଣେ ନାରୀ ପାଇଁ ସୌଭାଗ୍ୟର କଥା। କୁହାଯ଼ାଏ ଏକ ନାରୀର ସମ୍ପୁର୍ଣ୍ଣ ରୂପ ହେଉଛି ମା’ର ରୂପ। ହେଲେ ଏହି ସୌଭାଗ୍ୟ ସମସ୍ତଙ୍କୁ ମିଳି ନ ଥାଏ। ଡାକ୍ତରଙ୍କ ଅନୁଯାୟୀ ମା ହେବାର ଏକ ସମୟ ସୀମା ରହିଥାଏ। ଡାକ୍ତରଙ୍କ ମତରେ ବୟସ ସହ ମହିଲାଙ୍କ ପ୍ରଜନନ କ୍ଷମତା ସମାପ୍ତ ହୋଇଯ଼ାଏ। ହେଲେ ଏହି କଥାକୁ ଭୁଲ ପ୍ରମାଣ କରିଛନ୍ତି ଇଟାଲିର ଜଣେ ମହିଳା। ଇଟାଲିର ଜଣେ ମହିଳା ୧୦୧ ବର୍ଷ ବୟସରେ ପିଲ […]

old lady

old lady

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 04:38 PM IST

Sports

Latest News

ମା ହେବା ଜଣେ ନାରୀ ପାଇଁ ସୌଭାଗ୍ୟର କଥା। କୁହାଯ଼ାଏ ଏକ ନାରୀର ସମ୍ପୁର୍ଣ୍ଣ ରୂପ ହେଉଛି ମାର ରୂପ। ହେଲେ ଏହି ସୌଭାଗ୍ୟ ସମସ୍ତଙ୍କୁ ମିଳି ନ ଥାଏ। ଡାକ୍ତରଙ୍କ ଅନୁଯାୟୀ ମା ହେବାର ଏକ ସମୟ ସୀମା ରହିଥାଏ। ଡାକ୍ତରଙ୍କ ମତରେ ବୟସ ସହ ମହିଲାଙ୍କ ପ୍ରଜନନ କ୍ଷମତା ସମାପ୍ତ ହୋଇଯ଼ାଏ। ହେଲେ ଏହି କଥାକୁ ଭୁଲ ପ୍ରମାଣ କରିଛନ୍ତି ଇଟାଲିର ଜଣେ ମହିଳା।

ଇଟାଲିର ଜଣେ ମହିଳା ୧୦୧ ବର୍ଷ ବୟସରେ ପିଲ ଜନ୍ମ ଦେଇ ସାରା ଦୁନିଆ ସହ  ବିଜ୍ଞାନ ଜଗତକୁ ମଧ୍ୟ ଚକିତ କରିଦେଛନ୍ତି। ଏହି ବୃଦ୍ଧା ଜଣକ ଓଭାରି ପ୍ରତ୍ୟାରୋପଣ ପରେ ୯ପାଉଣ୍ଡ ଓଜନର ଏକ ପିଲାକୁ ଜନ୍ମ ଦେଇଛନ୍ତି।

  ଏତେ ପରିପକ୍ୱ ବୟସରେ ଓଭାରି ପ୍ରତ୍ୟାରୋପଣ କରିବା ଘଟଣା ସାରା ଚିକିତ୍ସା ଜଗତରେ ପାଲଟିଛି ଚର୍ଚ୍ଚାର ବିଷୟ। ତୁର୍କିର ଏକ ଘରୋଇ ଡାକ୍ତରଖାନାରେ ଏହି ଓଭାରି ପ୍ରତ୍ୟାରୋପଣ କରାଯାଇଥିଲା। ଅସ୍ତ୍ରୋପଚାର ପରେ ଏହି ଘଟଣା ଅନେକ ବିବାଦର  ଘେରକୁ ମଧ୍ୟ ଆସିଲା। କାରଣ ଇଉରୋପିୟ ଆଇନ୍ ଅନୂଯାୟୀ ଏହା ଅବୈଧ।

ହଲେ ପରିପକ୍ୱ ବୟସରେ ମା ସାଜିଥିବା ଆନାତୋଲିଆ ହ୍ହାର୍ଟାଡେଲା ନିଜର ୧୭ତମ ପିଲାର ଜନ୍ମକୁ ପରମାତ୍ମାଙ୍କ ଆଶ୍ରୀର୍ବାଦ ବୋଲି କହିଛନ୍ତି। ସେ କହିଛନ୍ତି ଯେ ୧୬ତମ ପିଲାକୁ ଜନ୍ମ ଦେବାପରେ ସେ  ଓଭାରିଆନ୍ କ୍ୟାନସରରେ ପିଡୀତ ଥିଲେ। ତେଣୁ ୪୮ ବର୍ଷ ବୟସରୁ ସେ ନିଜକୁ ବେକାର ଓ ଦଣ୍ଡିତ ମାନୁଥିଲେ। ହଲେ ପୁଣିଥରେ ମାଁ ହେବା ପରେ ସେ ଗୌରବ ମନେ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story