ବାପା ହେଲା ୧୨ବର୍ଷର ବାଳକ: ଚର୍ଚ୍ଚାରେ ଦେଶର ସର୍ବକନିଷ୍ଠ ପିତା

କେରଳରେ ଏକ ୧୨ବର୍ଷର ବାଳକ ପିତା ହେବା ଖବର ଏବେ ଚାରିଆଡେ ଚର୍ଚ୍ଚା । ଏହି ଘଟଣା ପରେ ଦେଶର ସବୁଠାରୁ କମ ବୟସର ବାଳକ ପିତା ହେବା ଘଟଣା ସମ୍ନାକୁ ଆସିଛି । ଏକ ୧୨ ବର୍ଷର ବାଳକ,ଜଣେ ୧୬ବର୍ଷର ବାଳିକା ସହ ଯୌନସମ୍ପର୍କ ସ୍ଥାପନ କରି ବାଳିକାକୁ ଗର୍ଭବତୀ କରାଇଥିଲା । ଏନେଇ ବଳତ୍କାର ମାମଲାରେ ଅଭିଯୁକ୍ତ ବାଳକକୁ ଗିରଫ କରାଯାଇଛି । ଗତ ବର୍ଷ ନଭେମ୍ବରରେ ପିଡିତା ବାଳିକା ଏର୍ଣ୍ଣାକୁଲମର ଏକ ହସପିଟାଲରେ […]

baby-12

baby-12

Rakesh Mallick
  • Published: Friday, 24 March 2017
  • Updated: 25 March 2017, 10:08 AM IST

Sports

Latest News

କେରଳରେ ଏକ ୧୨ବର୍ଷର ବାଳକ ପିତା ହେବା ଖବର ଏବେ ଚାରିଆଡେ ଚର୍ଚ୍ଚା । ଏହି ଘଟଣା ପରେ ଦେଶର ସବୁଠାରୁ କମ ବୟସର ବାଳକ ପିତା ହେବା ଘଟଣା ସମ୍ନାକୁ ଆସିଛି । ଏକ ୧୨ ବର୍ଷର ବାଳକ,ଜଣେ ୧୬ବର୍ଷର ବାଳିକା ସହ ଯୌନସମ୍ପର୍କ ସ୍ଥାପନ କରି ବାଳିକାକୁ ଗର୍ଭବତୀ କରାଇଥିଲା । ଏନେଇ ବଳତ୍କାର ମାମଲାରେ ଅଭିଯୁକ୍ତ ବାଳକକୁ ଗିରଫ କରାଯାଇଛି । ଗତ ବର୍ଷ ନଭେମ୍ବରରେ ପିଡିତା ବାଳିକା ଏର୍ଣ୍ଣାକୁଲମର ଏକ ହସପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଡାକ୍ତରଙ୍କ କହିବା କଥା ଜଣେ ୧୨ବର୍ଷର ବାଳକ ପିତା ହେବା ଘଟଣା ପ୍ରଥମଥର ପାଇଁ ସମ୍ନାକୁ ଅସିଛି । ଏହି ଘଟଣାରେ ଏତେ କମ ବୟସର ବାଳକ ନିକଟରେ ପିତା ହେବାର କ୍ଷମତା କିପରି ଆସିଲା ଏନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି ।  ବିଶେଷ କରି ବାଳିକା ମାନଙ୍କ କ୍ଷେତ୍ରରେ ୧୦ରୁ ୧୪ ବର୍ଷ ଭିତରେ ସେମାନଙ୍କର ଋତ୍ରୁସ୍ରାବ ହେବାସହ ଶାରିରୀକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଅନ୍ୟପଟେ ବାଳକଙ୍କ କ୍ଷେତ୍ରରେ ୧୨ରୁ୧୬ ବର୍ଷ ଭିତରେ ଶାରିରୀକ ପରିବର୍ତ୍ତନ ପରିଲିଖିତ ହୋଇଥାଏ । ବେଳେବେଳେ କିଛିଜଣଙ୍କ କ୍ଷେତ୍ରରେ ଏହା ସମୟର ପୂର୍ବରୁ ଦେଖାଯାଇଥାଏ ବୋଲି ଡାକ୍ତର କହିଛନ୍ତି ।  ଡାକ୍ତରଙ୍କ କହିବା କଥା ଯେ ଜନ୍ମ ନେଇଥିବା ଶିଶୁ ଓ ତାର ପିତାଙ୍କ ରକ୍ତ ନମୁନା ନିଆଯାଇଥିଲା ଯେତେବେଳେ ଶିଶୁଟି ୧୮ଦିନରେ ହୋଇଥିଲା । ଏହାପରେ  ଡିଏନ୍‌ଏ ଟେଷ୍ଟରେ ଜଣାପଡିଥିଲା ଯେ ଅଭିଯୁକ୍ତ ବାଳକ ଶିଶୁର ପିତା ବୋଲି । ଏହି ଘଟଣାରେ ପୀଡିତା, ଅଭିଯୁକ୍ତ ବାଳକର ସମ୍ପର୍କୀୟ ଭଉଣୀ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story