ୟୁଟ୍ୟୁବରେ ଆମ୍ମା କ୍ରେଜ: 106ବର୍ଷ ବୟସରେ କରୁଛନ୍ତି ରୋଷେଇକୁ ନେଇ ଏକ୍ସପେରିମେଣ୍ଟ

ଗୁଣ୍ଟୁର-ନିଷ୍ଠା ଥିଲେ ପ୍ରତିଷ୍ଠା ଆସେ। ଆଉ ପ୍ରତିଷ୍ଠା ଆଗରେ ବୟସ  କି ବାର୍ଦ୍ଧକ୍ୟ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇ ପାରେନି। ଆମେ ଏମିତି ଅନେକ କାହାଣୀ ଶୁଣିଛନ୍ତି, ଯେଉଁଠି ମଣିଷଟିଏ ଜୀବନର ସାୟାହ୍ନରେ ସଫଳତା ସାଉଁଟିବାର ସୁଯୋଗ ପାଇଛି। ହେଲେ ଆଜି ଆମେ ଯାହା କଥା କହିବାକୁ ଯାଉଛୁ, ତାହା ଜଣେ ଶତାୟୁଙ୍କର। ଯାହାଙ୍କ ହାତ ସୁଆଦକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଯାହାଙ୍କ ରାନ୍ଧଣା କଳା ଶିଖିବାକୁ ଏବେ ଇଣ୍ଟରନେଟର ଡାଟା ସାରି ଦେଉଛନ୍ତି […]

grand mother

grand mother

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 06:55 PM IST

Sports

Latest News

ଗୁଣ୍ଟୁର-ନିଷ୍ଠା ଥିଲେ ପ୍ରତିଷ୍ଠା ଆସେ। ଆଉ ପ୍ରତିଷ୍ଠା ଆଗରେ ବୟସ  କି ବାର୍ଦ୍ଧକ୍ୟ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇ ପାରେନି। ଆମେ ଏମିତି ଅନେକ କାହାଣୀ ଶୁଣିଛନ୍ତି, ଯେଉଁଠି ମଣିଷଟିଏ ଜୀବନର ସାୟାହ୍ନରେ ସଫଳତା ସାଉଁଟିବାର ସୁଯୋଗ ପାଇଛି। ହେଲେ ଆଜି ଆମେ ଯାହା କଥା କହିବାକୁ ଯାଉଛୁ, ତାହା ଜଣେ ଶତାୟୁଙ୍କର। ଯାହାଙ୍କ ହାତ ସୁଆଦକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଯାହାଙ୍କ ରାନ୍ଧଣା କଳା ଶିଖିବାକୁ ଏବେ ଇଣ୍ଟରନେଟର ଡାଟା ସାରି ଦେଉଛନ୍ତି ଯୁବପିଢୀ।

ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଗୁଡୱାଡା ଗାଁର ମସ୍ତାନ ଆମ୍ମା। ବୟସ ୧୦୬ ବର୍ଷ। ଅପରିଚିତ ଇଲାକାର ଏହି ଅଜଣା ଶତାୟୁଙ୍କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା। ଖାସକରି ତାଙ୍କ ରୋଷେଇ କଳାକୁ ନେଇ ଏବେ ସମସ୍ତଙ୍କ ମନ ଜିଣିଛି। ଆଉ ଏ ପ୍ରମାଣ ଦେଇଛି ଆମ୍ମାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା।ମସ୍ତନ ଅମ୍ମାଙ୍କ ୟୁଟ୍ୟୁବ୍‌ ରେ ଏକ ଚ୍ୟାନେଲ ରହିଛି ଯାହା ତାଙ୍କ ନାତିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କ ଚ୍ୟାନେଲ କଣ୍ଟ୍ରିଫୁଡସ୍‌ରେ ବର୍ତ୍ତମାନ ଦୁଇ ଲକ୍ଷ ପଚାଶ ହଜାର ସବସ୍କ୍ରାଇବର୍‌ ରହିଛନ୍ତି।

ଗାଁରେ ଏକ ସ୍ୱାଭିମାନୀ ଜୀବନ ବଂଚୁଥିବା ଏହି 106 ବର୍ଷ ବୟସର ବୃଦ୍ଧା ରୋଷେଇ କରି ଲୋକଙ୍କୁ ଖୁଆଇବାକୁ ଭଲ ପାଇଥାନ୍ତି। ଏପରିକି ତାଙ୍କ ରାନ୍ଧଣା ଖାଇବାକୁ ଆଖପାଖ ଗାଁ ଲୋକଙ୍କ ମଧ୍ୟ ଭିଡ଼ ଜମିଥାଏ ଆମ୍ମାଙ୍କ ଘର ଆଗରେ। କାରଣ ପ୍ରତିଟି ଖାଦ୍ୟରେ ଥାଏ ଦେଶୀ ଫ୍ଲେଭର୍। କାଠଚୁଲିରେ ହୁଏ ରୋଷେଇ।

ତେବେ ୟୁଟ୍ୟୁବରେ ଉପଲବ୍ଧ ଆମ୍ମାଙ୍କ ସି ଫୁଡ୍‌, ଅଣ୍ଡା, ମାଛ ଆଦି ରୋଷେଇର ଭିଡିଓ ଲକ୍ଷ ଲକ୍ଷ ଳୋକଙ୍କ ମନ ଜିତିପାରିଛି। ଆମ୍ମାଙ୍କ ତରଭୁଜ ଚିକେନ୍‌ ଏସବୁ ଭିତରେ ଖୁବ୍‌ ଲୋକପ୍ରିୟ।ଖାସକରି ପାରମ୍ପରିକ ପଦ୍ଧତିରେ ଆମ୍ମାଙ୍କ ରୋଷେଇ ଷ୍ଟାଇଲ ସମସ୍ତଙ୍କୁ ତାଜୁବ କରିଛି। କୁହାଯାଉଛି ଆମ୍ମାଙ୍କ ଏହି ଷ୍ଟାଇଲକୁ ଏବେ ଷ୍ଟାର ହୋଟେଲ ଓ ରେଷ୍ଟୁରାଣ୍ଟର ନାମକରା ସେଫ୍ ଶିଖିବାକୁ ଚେଷ୍ଟା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story