ଜାପାନ ରାଜଧାନୀରେ ଦମ୍ ଦେଖାଇବେ ଭାରତୀୟ ସେନା

ଭାରତୀୟ ସେନା ଯେ କେବଳ ସୀମାରେ ଦେଶର ସୁରକ୍ଷା କରୁଛନ୍ତି ତାହା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଟେକ ରଖିଛନ୍ତି। ସେନା ପ୍ରତିଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମି ଏବଂ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଥାଏ, ଯାହାଦ୍ୱାରା କ୍ରୀଡ଼ାବିତ୍ କିମ୍ବା ସେନାବାହିନୀରେ ଯୋଗ ଦେଇଥିବା ଆଥଲେଟମାନଙ୍କୁ ସେମାନଙ୍କୁ ବାସ୍ତବ ସ୍ଥାନ ମିଳିଥାଏ। ଅତୀତରେ ଭାରତୀୟ ସେନାରୁ ଅନେକ ଆଥଲଟେ୍ ଦେଶ ପାଇଁ ଅଲିମ୍ପିକରେ ପ୍ରତିନିଧିତ୍ୱ କରିସାରିଛନ୍ତି । ତେଣୁ ଏଥର […]

tokyo

tokyo

Ranjit Kumar Jena
  • Published: Thursday, 01 July 2021
  • Updated: 01 July 2021, 08:15 PM IST

ଭାରତୀୟ ସେନା ଯେ କେବଳ ସୀମାରେ ଦେଶର ସୁରକ୍ଷା କରୁଛନ୍ତି ତାହା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଟେକ ରଖିଛନ୍ତି। ସେନା ପ୍ରତିଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମି ଏବଂ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଥାଏ, ଯାହାଦ୍ୱାରା କ୍ରୀଡ଼ାବିତ୍ କିମ୍ବା ସେନାବାହିନୀରେ ଯୋଗ ଦେଇଥିବା ଆଥଲେଟମାନଙ୍କୁ ସେମାନଙ୍କୁ ବାସ୍ତବ ସ୍ଥାନ ମିଳିଥାଏ। ଅତୀତରେ ଭାରତୀୟ ସେନାରୁ ଅନେକ ଆଥଲଟେ୍ ଦେଶ ପାଇଁ ଅଲିମ୍ପିକରେ ପ୍ରତିନିଧିତ୍ୱ କରିସାରିଛନ୍ତି । ତେଣୁ ଏଥର ଟୋକିଓ ଅଲିମ୍ପିକରେ କେଉଁ ଭାରତୀୟ ସେନା ଆଥଲେଟ୍ ଭାବେ ଯୋଗ ଦେବେ, ଆସନ୍ତୁ ଜାଣିବା ।

[caption id="" align="alignnone" width="720"]Amit Panghal eyes staying physically sharp by training in isolation ଅମିତ୍ ପଙ୍ଘଲ (ବକ୍ସିଂ)[/caption]

ଅମିତ୍ ପଙ୍ଘଲ (ବକ୍ସିଂ): ୧୯୯୫ ମସିହା, ଅକ୍ଟୋବର ୧୬ ତାରିଖରେ ଜନ୍ମିତ ଅମିତ୍ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ସୁବେଦାର ଅଛନ୍ତି । ଏହି ୨୫ ବର୍ଷୀୟ ବକ୍ସର୍ ୨୦୧୯ରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୨୦ରେ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେ ଟୋକିଓ ଅଲିମ୍ପିକରେ ୫୨ କେଜି ବର୍ଗରେ ଭାରତର ପ୍ରତିନିଧତ୍ୱ କରିବେ । ଅମିତ୍ ମଧ୍ୟ ଭାରତର ବଡ଼ ପଦକ ଆଶା ।

[caption id="" align="alignleft" width="3200"]Manish Kaushik wins box off to qualify for 2020 Olympics ମନିଷ କୌଶିକ (ବକ୍ସିଂ)[/caption]

ମନିଷ କୌଶିକ (ବକ୍ସିଂ): ମନିଷ ବର୍ତ୍ତମାନ ଭାରତୀୟ ସେନାରେ ଯୁଗ୍ମ କମିଶନ ଅଫିସର୍ ଭାବେ କାର୍ୟ୍ୟମରତ ଅଛନ୍ତି । ହରିୟାଣାର ଏହି ବକ୍ସର୍ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ହ୍ୟାରୀ ଗାର୍ସାଇଡଙ୍କ ବିପକ୍ଷ କ୍ୱାଲିଫାଇଙ୍ଗ ରାଉଣ୍ଡ ଜିତିବା ସହ ସେ ଶେଷ ଭାରତୀୟ ବକ୍ସର୍ ଭାବେ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ଟୋକିଓ ଅଲିମ୍ପିକରେ ୬୩ କେଜି ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ ।

[caption id="" align="alignnone" width="1200"]India Open Boxing: Satish Kumar rules the ring - Sportstar ସତୀଶ କୁମାର[/caption]

ସତୀଶ କୁମାର (ବକ୍ସିଂ): ୧୯୮୯ରେ ଜନ୍ମିତ ସତୀଶ ୨୦୦୮ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଏହା ପରଠାରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ବକ୍ସିଂ ଇଭେଣ୍ଟରେ ଭାଗ ନେଇଛନ୍ତି । ଏହି ହେଭିୱେଟ୍ ବକ୍ସର୍ ଜଣଜ ୨୦୧୪ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି । ୩୨ ବର୍ଷୀୟ ସତୀଶ ଏସିଆନ୍ ବକ୍ସିଂ ଅଲିମ୍ପିକ୍ କ୍ୱାଲିଫାୟରରେ ଓଟଗୋନବାୟେର ଦାଇଭିଙ୍କୁ ହରାଇ ପ୍ରଥମ ଭାରତୀୟ ବକ୍ସର ଭାବେ ଟୋକିଓ ଟିକେଟ୍ କାଟିଥିଲେ । ଅଲିମ୍ପିକରେ ସେ ୯୧ କେଜି ବର୍ଗରେ ପ୍ରତିନିଧତ୍ୱ କରିବେ ।

[caption id="" align="alignleft" width="1200"]Olympic-bound Sable breaks record at Delhi half marathon - Rediff Sports ଅବିନାଶ ସାବଲେ (ଆଥଲେଟିକ୍ସ)[/caption]

ଅବିନାଶ ସାବଲେ (ଆଥଲେଟିକ୍ସ): ୧୯୯୪ରେ ଜନ୍ମିତ ଅବିନାଶ ସ୍କୁଲ୍ ଜୀବନ ପରେ ହିଁ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଚଳିତ ବର୍ଷ ପଟିଆଲାରେ ଆୟୋଜିତ ଫେଡେରେସନ୍ କପରେ ସେ ୩୦୦୦ ମିଟର୍ ଷ୍ଟିପଲଚେଜରେ ୮:୨୦.୨୧ ମିନିଟରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ୨୬ ବର୍ଷୀୟ ଏହି ଆଥଲେଟ୍ ୨୦୧୯ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ । ସେ ଟୋକିଓରେ ନିଜ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ।

[caption id="" align="alignleft" width="1200"]Kourtane Games: Olympic-bound Javelin star Neeraj Chopra bags bronze in Finland event - Sports News ନୀରଜ ଚୋପ୍ରା (ଜାଭେଲିନ୍)[/caption]

ନୀରଜ ଚୋପ୍ରା (ଜାଭେଲିନ୍): ୧୯୯୭ରେ ଜନ୍ମିତ ନୀରଜ ୨୦୧୬ରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ ଯୋଗ ଦେଇଥିଲେ । ସେ ଭାରତ ପକ୍ଷରୁ ଜାଭେଲିନ୍ ଥ୍ରୋ’ରେ ପ୍ରତିନିଧିତ୍ୱ କରନ୍ତି । ସେ ମାର୍ଚ୍ଚ ୨୦୨୧ରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୮୮.୦୭ ମିଟର୍ ଜାଭେଲିନ୍ ଥ୍ରୋ’ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏହି ୨୩ ବର୍ଷୀୟ ଆଥଲେଟ୍ ୨୦୧୮ରେ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ଦମଦାର ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି । ଅଲିମ୍ପିକରେ ତାଙ୍କ ଠାରୁ ଦେଶ ନିଶ୍ଚିତ ପଦକ ଆଶା କରୁଛି ।

[caption id="" align="alignleft" width="1200"]Arjun Jat and Arvind Singh qualify for rowing men's doubles sculls event for Tokyo Olympics | Tokyo Olympics News - Times of India ଅର୍ଜୁନ ଲାଲ ଜଟ୍ ଓ ଅରବିନ୍ଦ ସିଂହ (ରୋଇଂ)[/caption]

ଅର୍ଜୁନ ଲାଲ ଜଟ୍ ଓ ଅରବିନ୍ଦ ସିଂହ (ରୋଇଂ): ଅର୍ଜୁନ ଜଟ୍ ଓ ଅରବିନ୍ଦ ସିଂହ ୨୦୧୭ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଦୁହେଁ ପୁନେସ୍ଥିତ ଆର୍ମି ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟରେ ରୋଇଂ ତାଲିମ ନେଉଛନ୍ତି। ଅର୍ଜୁନ ଓ ଅରବିନ୍ଦ ଟୋକିଓରେ ଆୟୋଜିତ ଏସିଆନ୍ କଣ୍ଟିନେଣ୍ଟାଲ୍ ଫାଇନାଲ୍ ରେସରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରୁଷ ଲାଇଟୱେଟ୍ ଡବଲ୍ ସ୍କଲ୍ସ ଇଭେଣ୍ଟ ପାଇଁ ଟୋକିଓ ଟିକେଟ୍ କାଟିଛନ୍ତି । ଦୁହେଁ ଭାରତର ଏକମାତ୍ର ରୋଇିଂ ଯୋଡ଼ି ଭାବେ ଟୋକିଓରେ ପ୍ରତିନିଧିତ୍ୱ କରିବେ ।

[caption id="" align="alignleft" width="1280"]Indian Army's Naib Subedar Vishnu Saravanan Qualifies For Olympics ବିଷ୍ଣୁ ସର୍ବାନନ୍ (ସେଲିଂ)[/caption]

ବିଷ୍ଣୁ ସର୍ବାନନ୍ (ସେଲିଂ): ବିଷ୍ଣୁ ୨୦୧୭ରେ ଭାରତୀୟ ସେନାରେ ନାଏବ ସୁବେଦାର ଭାବେ ଯୋଗ ଦେଇଥିଲେ । ସେ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ । ତାଙ୍କ ପିତା ଜଣେ ଦକ୍ଷ ସେଲର୍, ଯିଏ ମାଡ୍ରାସ୍ ସାପର୍ସ ସେଲର୍ । ପିତାଙ୍କ ଠାରୁ ପ୍ରେରଣା ପାଇଁ ବିଷ୍ଣୁ ୨୦୧୪ରେ ସେଲିଂରେ ପାଦ ଥାପିଥିଲେ । ବିଷ୍ଣୁ ଗତ ଦୁଇ ବର୍ଷ ଧରି ମାଲତାରେ ଟ୍ରେନିଂ ନେଇ ଆସୁଛନ୍ତି ଏବଂ ସେ ମୁସାନ୍ନା ସେଲିଂ ଚାମ୍ପିୟନଶିପରେ ଭାଗ ନେଇ ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ ।

[caption id="" align="alignleft" width="960"]Pravin Jadhav Archery: Age, Olympics, World Ranking, Asian Games, ପ୍ରବୀଣ ଯାଦବ (ଆର୍ଚେରୀ)[/caption]

ପ୍ରବୀଣ ଯାଦବ (ଆର୍ଚେରୀ): ୧୯୯୬ରେ ଜନ୍ମିତ ପ୍ରବୀଣ ଯାଦବ ଭାରତୀୟ ସେନାରେ ହାବିଲଦାର ଅଛନ୍ତି ଏବଂ ସେ ପୁନେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟରେ ତାଲିମପ୍ରାପ୍ତ ଅଛନ୍ତି । ସେ ଟୋକିଓ ଅଲିମ୍ପିକରେ ଭାରତ ପକ୍ଷରୁ ରିକର୍ଭ ବର୍ଗରେ ପ୍ରତିନିଧିତ୍ୱ କରିବେ । ୨୦୧୯ରେ ବିଶ୍ୱ ଆର୍ଚେରୀ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ଜିତି ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ । ୨୦୦୫ ପରେ ସେ ପ୍ରତମ ଭାରତୀୟ ଭାବେ ଏହି ବର୍ଗରେ ଅଲିମ୍ପିକ୍ ଟିକେଟ୍ କାଟିଛନ୍ତି ।

[caption id="" align="alignleft" width="3200"]Archer Tarundeep Rai happy to see national camp resume ତରୁଣଦୀପ ରାଏ (ଆର୍ଚେରୀ)[/caption]

ତରୁଣଦୀପ ରାଏ (ଆର୍ଚେରୀ): ୧୯୮୪ରେ ଜନ୍ମିତ ତରୁଣଦୀପ ରାଏ ସିକ୍କିମରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ କାମ କରୁଛନ୍ତି । ସେ ଭାରତ ପକ୍ଷରୁ ଆର୍ଚେରୀରେ ପ୍ରତିନିଧିତ୍ୱ କରନ୍ତି । ୨୦୦୩ରେ ମାତ୍ର ୧୯ ବର୍ଷ ବୟସରେ ସେ ଆର୍ଚେରୀରେ ଡେବ୍ୟୁ କରିଥିଲେ । ସେ ୨୦୦୫ ଓ ୨୦୧୯ରେ ରୌପ୍ୟ ବିଜେତା ବିଶ୍ୱ ଚାମ୍ପିୟନଶିପ୍ ଟିମର ସଦସ୍ୟ ଥିଲେ । ଏହି ୩୭ ବର୍ଷୀୟ ଆର୍ଚର୍ ୨୦୧୦ ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ମେଡାଲ୍ ଜିତିବାର ଗୌରବ ଅର୍ଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story