ୟୁଟ୍ୟୁବ୍‌ରେ ହସ ବିକୁଛନ୍ତି ଓଡ଼ିଆ ଯୁବକ, ଚର୍ଚ୍ଚାରେ ବିଶ୍ୱପତିଙ୍କ କମେଡି

ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍ ‘ଦ ଭାଇରାଲ୍‌ ଫିଭର୍‌ (ଟିଭିଏଫ୍‌)’ ପାଇଁ ଏବେ ସମସ୍ତେ କ୍ରେଜି। କିନ୍ତୁ ଆପଣମାନେ ଜାଣିଛନ୍ତି ଏହି ୟୁଟ୍ୟୁବ୍ ଚ୍ୟାନେଲ୍‌ର ପପୁଲାରିଟି ବଢ଼ାଇବାରେ ଜଣେ ଓଡ଼ିଆ ଯୁବକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ‘ଟିଭିଏଫ୍‌’ର ସେ ହେଉଛନ୍ତି ଜଣେ ପ୍ରମୁଖ ସଦସ୍ୟ। ସେ ଏଥିରେ କମେଡି ରାଇଟର, ଆକ୍ଟର ଓ କ୍ରିଏଟିଭ୍ ଡାଇରେକ୍ଟର ଭାବେ କାମ କରୁଛନ୍ତି। ତାଙ୍କ ନାଁ ବିଶ୍ୱପତି ସରକାର। ବିଶ୍ୱପତିଙ୍କ ପିଲା ଦିନ କଟିଛି ଷ୍ଟିଲ୍ ସିଟି ରାଉରକେଲାରେ। ବହି ପଢ଼ିବାକୁ […]

biswapati

biswapati

Rakesh Mallick
  • Published: Friday, 17 March 2017
  • Updated: 17 March 2017, 05:56 PM IST

ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍ ‘ଦ ଭାଇରାଲ୍‌ ଫିଭର୍‌ (ଟିଭିଏଫ୍‌)’ ପାଇଁ ଏବେ ସମସ୍ତେ କ୍ରେଜି। କିନ୍ତୁ ଆପଣମାନେ ଜାଣିଛନ୍ତି ଏହି ୟୁଟ୍ୟୁବ୍ ଚ୍ୟାନେଲ୍‌ର ପପୁଲାରିଟି ବଢ଼ାଇବାରେ ଜଣେ ଓଡ଼ିଆ ଯୁବକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ‘ଟିଭିଏଫ୍‌’ର ସେ ହେଉଛନ୍ତି ଜଣେ ପ୍ରମୁଖ ସଦସ୍ୟ। ସେ ଏଥିରେ କମେଡି ରାଇଟର, ଆକ୍ଟର ଓ କ୍ରିଏଟିଭ୍ ଡାଇରେକ୍ଟର ଭାବେ କାମ କରୁଛନ୍ତି। ତାଙ୍କ ନାଁ ବିଶ୍ୱପତି ସରକାର।

ବିଶ୍ୱପତିଙ୍କ ପିଲା ଦିନ କଟିଛି ଷ୍ଟିଲ୍ ସିଟି ରାଉରକେଲାରେ। ବହି ପଢ଼ିବାକୁ ଓ ଫିଲ୍ମ ଦେଖିବାକୁ ସେ ଛୁଆ ଦିନେ ବହୁତ ଭଲ ପାଉଥିଲେ। କେବୁଲ୍ ଓ ବିଦେଶୀ ଫିଲ୍ମ ଚ୍ୟାନେଲ୍ ଆସିବା ପରେ ତାଙ୍କ ମନ ଫିଲ୍ମ ଆଡକୁ ଆକର୍ଷିତ ହେଲେ।

ଡିପିଏସ୍‌ ରାଉରକେଲାରେ ପାଠପଢ଼ା ଶେଷ ହେବା ପରେ ସେ ଆଇଆଇଟି ଖଡ଼ଗପୁରରେ ନାଁ ଲେଖାଇଥିଲେ। କଲେଜରେ ପଢ଼ିବା ବେଳେ ସେ ବ୍ରିଟିଶ କମେଡି ଶୋ ଅବା କମେଡି ଫିଲ୍ମ ଦେଖିବାକୁ ଭଲ ପାଉଥିଲେ। କ୍ରମେ ସେ ଅନୁଭବ କଲେ ଯେ ତାଙ୍କ ଇଞ୍ଜିନିୟରିଂ ଡିଗ୍ରୀ ତାଙ୍କୁ ମନୋରଞ୍ଜନ ଦୁନିଆରେ ଏକ ଭଲ କ୍ୟାରିୟର କରିବାକୁ ଦେବ ନାହିଁ। ତେଣୁ ସେ ଟିଭିଏଫ୍‌ରୁ ଅଫର୍ ପାଇବା ମାତ୍ରେ ଗ୍ରହଣ କରି ନେଇଥିଲେ। ଏହାକୁ ତାଙ୍କର ଜଣେ ସିନିୟର ଅରୁଣଭ କୁମାର ପ୍ରତିଷ୍ଠା କରିଥିଲେ।

ଯେତେବେଳେ ବିଶ୍ୱପତି ଟିଭିଏଫ୍‌ରେ ଯୋଗ ଦେଲେ ଏହା ପ୍ରାରମ୍ଭିକ ଅବସ୍ଥାରେ ଥିଲେ। ଏଥିରେ ବିଶ୍ୱପତିଙ୍କୁ ମିଶାଇ ମାତ୍ର ହାତ ଗଣତି କେତେ ଜଣ ସଦସ୍ୟ ଥିଲେ। ଟିଭିଏଫ୍‌ରେ ଲେଖା ଓ ଅଭିନୟରେ ଡେବ୍ୟୁ କଲେ ବିଶ୍ୱପତି। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ତାଙ୍କ ଚାୟ ସୁତ୍ତ କ୍ରୋନିକିଲ୍ସ ସିରିଜ୍ ଚାଲିଥିଲା। ଏହା ବହୁତ ପପୁଲାର ହୋଇଥିଲା। ଦର୍ଶକ ଏହାକୁ ପସନ୍ଦ କରିଥିଲେ। ଟିଭିଏଫ୍‌ରେ ପ୍ରସାରିତ ‘ଦ ମେକିଂ ଅଫ୍ ଏ ବଲିଉଡ୍ ସଙ୍ଗ୍’ରେ ମଧ୍ୟ ତାଙ୍କର ଭୂମିକା ଥିଲା। ସେ ସ୍କ୍ରିପ୍ଟ୍ ଲେଖିଥିଲେ। ସେ ଏଥିରେ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ଭୂମିକାରେ ଅଭିନୟ ବି କରିଥିଲେ। ଦେଶର ବିଶିଷ୍ଟ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଭୂମିକାରେ ଅଭିନୟ କରି ବିଶ୍ୱପତି ସେଲିବ୍ରିଟି ବନାଇ ଦେଇଥିଲା। ‘ବେୟାର୍‌ଲି ସ୍ପିକିଂ ୱିଥ୍ ଅର୍ଣ୍ଣବ’ କମେଡି ସିରିଜ୍‌କୁ ସେ ହଷ୍ଟ କରିବାର ନ ଥିଲା। କିନ୍ତୁ ଯେଉଁ ଆକ୍ଟର ଏହାକୁ କରି ଥାଆନ୍ତା ସେ ଶେଷ ମୁର୍ହୂତ୍ତରେ ମନା କରି ଦେଇଥିଲେ। ତେଣୁ ଏହି ଶୋ’ରେ ବିଶ୍ୱପତି ‘ଅର୍ଣ୍ଣବ’ ଭୂମିକାରେ ହଠାତ୍ ଆସିଥିଲେ। ଏହା ଅପ୍ରତ୍ୟାଶିତ ଥିଲା। କିନ୍ତୁ ପରେ ଯାହା ଘଟିଲା ତାହା ସମସ୍ତେ ଜାଣିଛନ୍ତି। ଶୋ’ ପୂରା ହିଟ୍ ହେଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story