ବିତ୍ତିହୋତ୍ର- ଜେଲ୍‌ରୁ ବେଲ୍‌

ଭୁବନେଶ୍ୱର: ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲାରେ ପୂର୍ବତନ ଡିଜି (ହୋମ୍‌ଗାର୍ଡ ଓ ଅଗ୍ନିଶମ) ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଅଢ଼େଇ ଲକ୍ଷର ଟଙ୍କାର ବେଲ୍ ବଣ୍ଡରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ବିତ୍ତି ଏବେ ରାଜସ୍ଥାନର ଜୟପୁର କେନ୍ଦ୍ରୀୟ ଜେଲରେ ଅଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ଜାମିନ ସର୍ତ୍ତ ଅନୁଯାୟୀ କଟକ କ୍ୟାଣ୍ଟନମେଣ୍ଟ ପୋଲିସ୍ ଥାନାରେ ପ୍ରତି ମାସରେ ହାଜରେ ହେବେ। ବିଦେଶ ଯାଇପାରିବେ ନାହିଁ। […]

BittiMohanty

BittiMohanty

Rakesh Mallick
  • Published: Friday, 31 March 2017
  • Updated: 31 March 2017, 05:01 PM IST

Sports

Latest News

ଭୁବନେଶ୍ୱର: ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲାରେ ପୂର୍ବତନ ଡିଜି (ହୋମ୍‌ଗାର୍ଡ ଓ ଅଗ୍ନିଶମ) ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଅଢ଼େଇ ଲକ୍ଷର ଟଙ୍କାର ବେଲ୍ ବଣ୍ଡରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ବିତ୍ତି ଏବେ ରାଜସ୍ଥାନର ଜୟପୁର କେନ୍ଦ୍ରୀୟ ଜେଲରେ ଅଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ଜାମିନ ସର୍ତ୍ତ ଅନୁଯାୟୀ କଟକ କ୍ୟାଣ୍ଟନମେଣ୍ଟ ପୋଲିସ୍ ଥାନାରେ ପ୍ରତି ମାସରେ ହାଜରେ ହେବେ। ବିଦେଶ ଯାଇପାରିବେ ନାହିଁ।

ଏବେ ନଜର ପକାଇବା ଏ ଘଟଣାରେ ଇତିବୃତ ଉପରେ।

ଦୁଷ୍କର୍ମ ଓ ଗିରଫ

-୨୦୦୬ ମାର୍ଚ୍ଚ ୨୦ ତାରିଖ ରାତିରେ ଜଣେ ଜର୍ମାନ ଯୁବତୀଙ୍କୁ ବିତ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ରାଜସ୍ଥାନର ଅଲୱାରରେ ଏକ ହୋଟେଲ୍‌ରେ ଏହି ଘଟଣା ଘଟିଥିଲା।

-ତହିଁ ପର ଦିନ ଅର୍ଥାତ ମାର୍ଚ୍ଚ ୨୧ ତାରିଖରେ ଅଲୱାର ରେଳ ଷ୍ଟେସନରୁ ତାଙ୍କୁ ଗିରଫ କରାଯାଇଥିଲା।

୭ ବର୍ଷ ଜେଲ୍ ଦଣ୍ଡାଦେଶ

-୨୦୦୬ ଏପ୍ରିଲ୍ ୧ ତାରିଖରେ ଜୟପୁରରେ ଏକ ଫାଷ୍ଟ୍ ଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଶୁଣାଣି ଆରମ୍ଭ ହେବାର ୯ ଦିନ ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କୋର୍ଟ ତାଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ।

ପାରୋଲରେ ଆସି ଫେରାର

-୨୦୦୬ ନଭେମ୍ବର ମାସରେ ୧୫ ଦିନ ପାଇଁ ପାରୋଲରେ ଯିବାକୁ ଅନୁମତି ମିଳିଥିଲା। ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ପାଇଁ ସେ ପାରୋଲ ଆବେଦନ କରିଥିଲେ।

ବାପା ଗିରଫ ହେଲେ

-ପାରୋଲରେ ଆସିବା ପରେ ବିତ୍ତି ଫେରାର ହୋଇଯାଇଥିଲା। ପାରୋଲ ଅବଧି ଶେଷ ହେବା ପରେ ସେ ଜେଲ୍‌କୁ ନ ଫେରିବାରୁ ତାଙ୍କ ବାପା ତଥା ପୂର୍ବତନ ଆଇପିଏସ୍ ଅଫିସର ବିଦ୍ୟାଭୂଷଣଙ୍କ ନାଁରେ ଜାମିନବିହୀନ ପରୱାନା ଜାରି କରାଗଲା। ପୁଅକୁ ଫେରାର ହେବାରେ ସେ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ସେ ଗିରଫ ହୋଇଥିଲେ। ଓଡ଼ିଶା ସରକାର ତାଙ୍କୁ ଚାକିରିରୁ ନିଲମ୍ବନ ମଧ୍ୟ କରିଥିଲେ।

ବ୍ୟାଙ୍କ ଚାକିରି ଓ ପୁନଃଗିରଫ

-୭ ବର୍ଷ ପର୍ଯ୍ୟନ୍ତ ପୋଲିସ୍ ତାଙ୍କୁ ଧରି ପାରି ନ ଥିଲା। ୨୦୧୩ ମାର୍ଚ୍ଚ ୯ ତାରିଖରେ ତାଙ୍କୁ କେରଳର କନ୍ନୁରରୁ ଗିରଫ କରାଯାଇଥିଲା। ସେ ମିଛ ପରିଚୟରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଟ୍ରାଭାନକୋରରେ କାମ କରୁଥିଲେ। ସେ ନିଜକୁ ଆନ୍ଧ୍ରପ୍ରଦେଶର ପୁଟ୍ଟପତିର ରାଘବ ରାଜ ଭାବେ ପରିଚୟ ଦେଇଥିଲେ।

-ଗିରଫ ହେବା ବେଳେ ସେ ବିତ୍ତି ବୋଲି ଜଣାପଡ଼ୁ ନ ଥିଲେ। ପୂରା ଅଲଗା ଦେଖାଯାଉଥିଲେ। ମୁଣ୍ଡର ଚୁଟି ଭିନ୍ନ ଷ୍ଟାଇଲ୍ ଥିଲା। ଲମ୍ବା ନିଶ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story