ଏଲିୟନ ନୁହେଁ, ଏଲିୟନ ୱର୍ମ: ରହେ ୩ ହଜାର ଫୁଟ ଗଭୀର ସମୁଦ୍ରରେ

ଦୁନିଆରେ ଏମିତି ବହୁତ ଜୀବ ଅଛନ୍ତି ଯାହାଙ୍କର ଅସ୍ତିତ୍ୱକୁ ନେଇ ସବୁ ବେଳେ ପ୍ରଶ୍ନ ଛିଡା ହୋଇଥାଏ। ଏପରି ହେବାର କାରଣ ଆଜି ପର୍ଯ୍ୟନ୍ତ ଏହି ଜୀବଙ୍କୁ କେହି ଦେଖିନାହାନ୍ତି। ଯଦି ବି କେହି ଦେଖିଛନ୍ତି ସେମାନେ ନିଜ ଆଖିକୁ ବିଶ୍ୱାସ କରିପାରି ନାହାନ୍ତି। ବହୁତ ସମୟରେ ଏହି ଜୀବଙ୍କୁ ଦେଖିଲେ ଲୋକେ ଏଲିୟନ ବୋଲି ଭାବି ନେଇଥାନ୍ତି। ଏପରି ଏକ ଜୀବର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୟଙ୍କର ଦେଖାଯାଉଥିବା ଏହି […]

worm

worm

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 07:30 PM IST

ଦୁନିଆରେ ଏମିତି ବହୁତ ଜୀବ ଅଛନ୍ତି ଯାହାଙ୍କର ଅସ୍ତିତ୍ୱକୁ ନେଇ ସବୁ ବେଳେ ପ୍ରଶ୍ନ ଛିଡା ହୋଇଥାଏ। ଏପରି ହେବାର କାରଣ ଆଜି ପର୍ଯ୍ୟନ୍ତ ଏହି ଜୀବଙ୍କୁ କେହି ଦେଖିନାହାନ୍ତି। ଯଦି ବି କେହି ଦେଖିଛନ୍ତି ସେମାନେ ନିଜ ଆଖିକୁ ବିଶ୍ୱାସ କରିପାରି ନାହାନ୍ତି। ବହୁତ ସମୟରେ ଏହି ଜୀବଙ୍କୁ ଦେଖିଲେ ଲୋକେ ଏଲିୟନ ବୋଲି ଭାବି ନେଇଥାନ୍ତି। ଏପରି ଏକ ଜୀବର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୟଙ୍କର ଦେଖାଯାଉଥିବା ଏହି ଜୀବ (ପୋକ) କାଳ୍ପନିକ ବୋଲି ବହୁତ ଲୋକ ମତ ଦେଉଛନ୍ତି। ହେଲେ ଏହା କୌଣସି କଳ୍ପନା ନୁହେଁ, ଗଭୀର ସମୁଦ୍ରରେ ରହୁଥିବା ଜଣାପଡିଛି। ଆସନ୍ତୁ ଜାଣିବା ଏହି ଜୀବ ସମ୍ପର୍କରେ।

wormଗଭୀର ସମୁଦ୍ରରେ ରହୁଥିବା ଏହି ପୋକର ନାଁ Ulagisca gigantean । ସମୁଦ୍ରର ପ୍ରାୟ ୩୦୦୦ ଫୁଟ ତଳେ ଏହି ଜୀବ ରହିଥାଏ। ବିଶେଷ କରି ଆଣ୍ଟାର୍କଟିକା ମହାସାଗରେ ଏହାକୁ ଦେଖିବାକୁ ମିଳିଥାଏ। ଭୟଙ୍କର ଦେଖାଯାଉଥିବା ଏହି ଜୀବ Polynoidae ପରିବାରର। ଏହି ପୋକର ଦେହରେ ବହୁତ ଗୁଡିଏ ପତଳା ଲେୟାର ରହିଛି।

ବହୁତ ପତଳା ଦିଶୁଥିବା ଏହି ପୋକ ଅଧିକାଂଶ ସମୟ ସମୁଦ୍ର ମଧ୍ୟରେ ବାଲି କିମ୍ବା ପଥରରେ କାଟିଥାନ୍ତି। ପଥର ମଧ୍ୟରେ ଲୁଚି ଏହା ଶିକାର ଅପେକ୍ଷାରେ ରହିଥାଏ। ଥରେ ଶିକାର କରିଦେବା ପରେ ପୁଣି ଲୁଚିଯାଇ ଶିକାରକୁ ଅପେକ୍ଷା କରିଥାଏ।

ବୈଜ୍ଞାନିକମାନେ ଏହି ପୋକକୁ ଏଲିୟନ ୱର୍ମ ମଧ୍ୟ କହିଥାନ୍ତି। ଶହ ଶହ ବର୍ଷ ହେଲା ଏହାର ଅସ୍ତିତ୍ୱର କୌଣସି ସୂଚନା ନଥିଲା। ସନ୍ଧାନ ମିଳିବା ପରେ ଦୀର୍ଘଦିନ ଧରି ଏ ପୋକ କ’ଣ ଖାଏ ଜଣାପଡି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story