ହିଟ୍‌ ବିଜେପି ନେତାଙ୍କ ହଟ୍‌ ଝିଅ: ଚର୍ଚ୍ଚାରେ ଗୁଜରାଟର ଗର୍ଜିୟସ୍‌ ଗର୍ଲ

ବିଜେପିର କାର୍ଯ୍ୟକାରିଣୀକୁ ନେଇ ଏବେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ୱର। ସାରା ଓଡିଶାରେ ବିଜେପିକୁ ନେଇ ଚର୍ଚ୍ଚା। ତେବେ ଏଭଳି ସମୟରେ ଜଣେ ବିଜେପିର ନେତାଙ୍କ ଝିଅ ଚର୍ଚ୍ଚାକୁ ଆସିଛନ୍ତି। ଗୁଜରାଟର ବିଜେପି ନେତାଙ୍କ ଝିଅ ସ୍ୱପ୍ନା ବ୍ୟାସପଟେଲ୍‌। ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ପହଞ୍ଚିଛି ୧୨ଲକ୍ଷରେ। ୩୦କେଜି ଓଜନ କମାଇ ଚର୍ଚ୍ଚାରେ ଅଛନ୍ତି ସ୍ୱପ୍ନା । ଗୁଜରାଟ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସଙ୍କ ଝିଅ ହେଉଛନ୍ତି ସ୍ୱପ୍ନା। ଆକର୍ଷଣୀୟ ଚେହାରା […]

sapna-vyas-patel-5

sapna-vyas-patel-5

Rakesh Mallick
  • Published: Saturday, 15 April 2017
  • Updated: 16 April 2017, 07:56 AM IST

Sports

Latest News

ବିଜେପିର କାର୍ଯ୍ୟକାରିଣୀକୁ ନେଇ ଏବେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ୱର। ସାରା ଓଡିଶାରେ ବିଜେପିକୁ ନେଇ ଚର୍ଚ୍ଚା। ତେବେ ଏଭଳି ସମୟରେ ଜଣେ ବିଜେପିର ନେତାଙ୍କ ଝିଅ ଚର୍ଚ୍ଚାକୁ ଆସିଛନ୍ତି। ଗୁଜରାଟର ବିଜେପି ନେତାଙ୍କ ଝିଅ ସ୍ୱପ୍ନା ବ୍ୟାସପଟେଲ୍‌। ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ପହଞ୍ଚିଛି ୧୨ଲକ୍ଷରେ। ୩୦କେଜି ଓଜନ କମାଇ ଚର୍ଚ୍ଚାରେ ଅଛନ୍ତି ସ୍ୱପ୍ନା

ଗୁଜରାଟ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସଙ୍କ ଝିଅ ହେଉଛନ୍ତି ସ୍ୱପ୍ନା। ଆକର୍ଷଣୀୟ ଚେହାରା ସାଙ୍ଗକୁ ଫିଟ୍‌ନେସ ଟିପ୍ସ୍‌ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସ୍ୱପ୍ନା। ଇନଷ୍ଟାଗ୍ରାମରେ ସ୍ୱପ୍ନାଙ୍କ ଫଟୋ ଓ ଭିଡିଓ ଫଲୋଅର୍ସଙ୍କୁ ଦିୱାନା କରିଛି।

କେବଳ ଇନଷ୍ଟାଗ୍ରାମ୍‌ ନୁହେଁ ଫେସବୁକ୍‌ରେ ସ୍ୱପ୍ନାଙ୍କୁ ଫଲୋ କରୁଛନ୍ତି ୪ଲକ୍ଷରୁ ଅଧିକ ଲୋକ। ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସ୍ୱପ୍ନାଙ୍କ ଭିଡିଓକୁ ପ୍ରାୟ ୨ଲକ୍ଷ ୟୁଜର୍ସ ସବସ୍କ୍ରାଇବ୍‌ କରିଛନ୍ତି। ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଜରିଆରେ ସ୍ୱପ୍ନା ଫିଟ୍‌ନେସ ଟିପ୍ସ୍‌ ଦେଉଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ସ୍ୱପ୍ନା ନିଜର ୩୦କେଜି ଓଜନ କମାଇଛନ୍ତି ।

ସ୍ୱପ୍ନାଙ୍କୁ ଯେତେବେଳେ ୧୯ବର୍ଷ ହୋଇଥିଲା ତାଙ୍କ ଓଜନ ୮୩ କେଜି ଥିଲା। ଫଳରେ ତାଙ୍କୁ ଲୋକଙ୍କ ଠାରୁ ଅନେକ କଂମେଟ୍‌ ଶୁଣିବାକୁ ପଡୁଥିଲା। ଏହାପରେ ଅକ୍ଲାନ୍ତ ପରିଶ୍ରମ କରି ନିଜ ଓଜନ କମାଇବା ପରେ  ଯୁବପିଢୀଙ୍କ ପାଇଁ ସ୍ୱପ୍ନା ଆଦର୍ଶ ପାଲଟିଯାଇଛିନ୍ତି। ସ୍ୱପ୍ନା ଅହମ୍ମଦାବାଦର ଇଣ୍ଡିଆନ ମ୍ୟାନେଜମେଣ୍ଟ ଏକାଡେମିରେ ପିଏଚ୍‌ଡି କରିଛନ୍ତି । ଏବେ ସେ ଜଣେ ଲାଇଫଷ୍ଟାଇଲ୍‌ ଟ୍ରେନର ଭାବେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story