ଜାଆଁଳା ପିଲାଙ୍କୁ ଜନ୍ମ ଦେଲେ ମୃତ ମହିଳା

ଗର୍ଭ ଯନ୍ତ୍ରଣା ଯିଏ ପାଇଛି ସେ ଜାଣିଛି ମାଆ ହେବାର ମୂଲ୍ୟ। ପିଲା ଜନ୍ମ ଦେବା ପରେ ପ୍ରଥମେ ମାଆ ହିଁ ନିଜ ପିଲାକୁ କୋଳରେ ଧରି ସ୍ନେହର ଚୁମ୍ବନ ଦେଇଥାଏ। ହେଲେ ଦକ୍ଷିଣ ବ୍ରାଜିଲର ଜଣେ ମହିଳା ଏହି ସୁଯୋଗ ପାଇ ନ ଥିଲେ। କାରଣ ପିଲା ଜନ୍ମର ୧୨୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଏବେ ଭାବୁଥିବେ ୧୨୩ ଦିନ ପୂର୍ବରୁ ମରି ସାରିଥିବା ମହିଳା କେମିତି ପିଲା ଜନ୍ମ ଦେଇ […]

BRAIN DEAD WOMAN

BRAIN DEAD WOMAN

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 10:22 PM IST

ଗର୍ଭ ଯନ୍ତ୍ରଣା ଯିଏ ପାଇଛି ସେ ଜାଣିଛି ମାଆ ହେବାର ମୂଲ୍ୟ। ପିଲା ଜନ୍ମ ଦେବା ପରେ ପ୍ରଥମେ ମାଆ ହିଁ ନିଜ ପିଲାକୁ କୋଳରେ ଧରି ସ୍ନେହର ଚୁମ୍ବନ ଦେଇଥାଏ। ହେଲେ ଦକ୍ଷିଣ ବ୍ରାଜିଲର ଜଣେ ମହିଳା ଏହି ସୁଯୋଗ ପାଇ ନ ଥିଲେ। କାରଣ ପିଲା ଜନ୍ମର ୧୨୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଏବେ ଭାବୁଥିବେ ୧୨୩ ଦିନ ପୂର୍ବରୁ ମରି ସାରିଥିବା ମହିଳା କେମିତି ପିଲା ଜନ୍ମ ଦେଇ ପାରିବେ। ଏ କଥା ଶୁଣି ଆଶ୍ଚର୍ଯ୍ୟ ବି ଲାଗୁଛି କି ? ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳା ଜଣଙ୍କ ଜାଆଁଳା ପିଲା ଜନ୍ମ ଦେଇ ସମସ୍ତଙ୍କୁ ବି ଆଚମ୍ବିତ କରି ଦେଇଛନ୍ତି। ଡାକ୍ତରଙ୍କୁ ବିଶ୍ୱାସ ନ ଥିଲା ପିଲା ଦୁଇଟି ଗର୍ଭଶୟରେ ଜୀବିତ ଥିବେ ବୋଲି। ହେଲେ ଈଶ୍ୱରଙ୍କ ଇଚ୍ଛା କିଛି ଅଲଗା ଥିଲା। ଶେଷରେ ଅପରେସନ ସଫଳ ହୋଇଥିଲା ଓ ମୃତ ଘୋଷଣାର ୧୨୩ ଦିନ ପରେ ମହିଳା ଜଣଙ୍କ ଦୁଇ ଶିଶୁଙ୍କୁ ଜନ୍ମ ଦେଇଛନ୍ତି।

ଏ ହେଉଛି ବ୍ରାଜିଲର ସିଲ୍ୱା ପେଡିହ୍ଲାଙ୍କ କାହାଣୀ। ସେଲ୍ୱାଙ୍କର ବ୍ରେନ୍‌ ଷ୍ଟ୍ରୋକ ବେମାରୀ ଥିଲା। ୨୦୧୬ ଅକ୍ଟୋବରରେ ଡାକ୍ତର ସିଲ୍ୱାଙ୍କ ବ୍ରେନ୍‌ ଡେଡ ଘୋଷଣା କରିଥିଲେ। ସେତେବେଳେ ତାଙ୍କ ଗର୍ଭରେ ୯ ସପ୍ତାହର ପିଲା ଥିଲେ। ସିଲ୍ୱାଙ୍କ ପତି ମ୍ୟୁରେଲ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲେ। ଚେକ୍‌ଅପ୍‌ ବେଳେ ବ୍ରେନ୍‌ ଡେଡ ହେବା ସତ୍ତ୍ୱେ ସିଲ୍ୱାଙ୍କ ପେଟରେ ଥିବା ପିଲା ଜୀବିତ ଥିଲେ। ଏହାପରେ ଡାକ୍ତର ଟିମ୍‌ ସିଲ୍ୱାଙ୍କୁ ଭେଣ୍ଟିଲେଟରରେ ରଖି ଦେଇଥିଲେ। ୧୨୩ ଦିନ ଭେଣ୍ଟିଲେଟରରେ ରହିବା ପରେ ଯେତେବେଳେ ୯ ମାସ ପୂରଣ ହେଲା ଅପରେସନ କରାଯାଇ ଦୁଇ ପିଲାଙ୍କୁ ଜନ୍ମ ଦିଆଯାଇଛି। ଏଥିରେ ଏକ ପୁଅ ଓ ଏକ ଝିଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story