ଅଜବ ଝିଅର ଅଜବ ଚିନ୍ତା: ବାହା ନହୋଇ ଦେଲେ ଚତୁର୍ଥୀ ଭୋଜି, ଗେଷ୍ଟ କିଏ ଜାଣିଛନ୍ତି?

ପ୍ରତି ଝିଅ ପାଇଁ ବାହାଘର ଏକ ସ୍ୱପ୍ନ ପରି। ଏଥିପାଇଁ ସେ ମନେମନେ ପ୍ଲାନ୍ କରିଥାଏ। ସବୁବେଳେ ଇଚ୍ଛା ଥାଏ କେମିତି ତାହା ବାହାଘର ଧୁମଧାମ୍‌ରେ ହେବ। ସେଥିପାଇଁ ବାପା ମାଆ ମାନେ ମଧ୍ୟ ପ୍ରସ୍ତୁତ ହୁଅନ୍ତି । କିନ୍ତୁ ଆମେ କହୁଛୁ ଏମିତି ଜଣେ ଝିଅ ବିଷୟରେ ଯିଏ ଚିନ୍ତାଧାରାରେ ଟିକିଏ ଅଜବ ପ୍ରକାରର । ତାର ବି ନିଜ ବାହାଘରକୁ ନେଇ ସ୍ୱପ୍ନ ଥିଲା। କିନ୍ତୁ ତା ପରେ କଣ ହେଲା ପଢ଼ନ୍ତୁ । […]

sarah cummins

sarah cummins

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 03:29 PM IST

Sports

Latest News

ପ୍ରତି ଝିଅ ପାଇଁ ବାହାଘର ଏକ ସ୍ୱପ୍ନ ପରି। ଏଥିପାଇଁ ସେ ମନେମନେ ପ୍ଲାନ୍ କରିଥାଏ। ସବୁବେଳେ ଇଚ୍ଛା ଥାଏ କେମିତି ତାହା ବାହାଘର ଧୁମଧାମ୍‌ରେ ହେବ। ସେଥିପାଇଁ ବାପା ମାଆ ମାନେ ମଧ୍ୟ ପ୍ରସ୍ତୁତ ହୁଅନ୍ତି । କିନ୍ତୁ ଆମେ କହୁଛୁ ଏମିତି ଜଣେ ଝିଅ ବିଷୟରେ ଯିଏ ଚିନ୍ତାଧାରାରେ ଟିକିଏ ଅଜବ ପ୍ରକାରର । ତାର ବି ନିଜ ବାହାଘରକୁ ନେଇ ସ୍ୱପ୍ନ ଥିଲା। କିନ୍ତୁ ତା ପରେ କଣ ହେଲା ପଢ଼ନ୍ତୁ ।

marriageଆମେରିକାର ଝିଅ ସାରା କ୍ୟୁମିନ୍ସ । ସେ ଜଣେ ଫାର୍ମାସୀ ଛାତ୍ରୀ। ନିଜ ବାହାଘରକୁ ନେଇ ତାଙ୍କର ଥିଲା କାହିଁରେ କଣ ସ୍ୱପ୍ନ । ଖାସ୍ ସେଥିପାଇଁ ସେ ଓଭର ଟାଇମ୍ କାମ କରି ସଞ୍ଚୟ କରିଥିଲେ ୩୦ ହଜାର ଡଲାର । ସେଥିପାଇଁ ସେ ଖୁବ୍ ଖୁସି ଥିଲେ ଓ ବିବାହକୁ ପୁରା ଧିୁମ୍‌ଧାମ୍‌ରେ କରିବାକୁ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ କୌଣସି ଏକ କାରଣରୁ ଶେଷ ମୁହୂର୍ତ୍ତରେ ତାଙ୍କ ବହାଘର ଭାଙ୍ଗି ଯାଇଥିଲା। ଏପରି ଅବସ୍ଥାରେ ମନର ସ୍ଥିତି ମଧ୍ୟ ବିଗିଡ଼ି ଯାଇଥିଲା । ତାଙ୍କୁ ସ୍ୱପ୍ନ ଭାଙ୍ଗି ଗଲା ପରି ଲାଗୁଥିଲା । ବାହାଘର ପାଇଁ ରିଜ୍ ଚାର୍ଲସ ନାମକ ଦାମୀ ହୋଟେଲରେ ସେ ୧୭୦ ଜଣ ଗେଷ୍ଟଙ୍କ ପାଇଁ ଖାଇବା ଅର୍ଡର ଦେଇ ସାରିଥିଲେ, ଯାହା ଥିଲା ରିଫଣ୍ଡେବଲ ।

Wedding Homeless Indianaମାନସିକ ଅଶାନ୍ତିରେ ଥିବା ସାରା ହଠାତ୍ ଆଉ ମନଦୁଃଖ ନକରି ନିଜର ଏକ ନୂଆ ପ୍ଲାନ କଲେ। ସେ ବିଚାର କଲେ, ବାହାଘର ନ ହେଲା ନାହିଁ। ସେ କିନ୍ତୁ ରିସେପସନ୍ ପାର୍ଟି ନିଶ୍ଚୟ କରିବେ । ଭୋଜି କ୍ୟାନସେଲ ନ କରି ସେ ଗେଷ୍ଟଙ୍କୁ ନିମନ୍ତ୍ରଣ କରିବା ଆରମ୍ଭ କରିଦେଲେ । କିନ୍ତୁ ଏଥରର ଅତିଥି ସେ ୧୭୦ ଜଣ ନଥିଲେ । ଏମାନେ ଥିଲେ ପାଖାପଖି ବସ୍ତିର ଛୋଟ ପିଲା ଓ ତାଙ୍କ ପରିବାର ଲୋକମାନେ । ଏଥିପାଇଁ ସେ ଭୋଜି ଆଗରୁ ବସ୍ତିକୁ ବସ୍ତି ବୁଲି ପିଲାମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେ ଡାକିଥିଲେ ଘରଦ୍ୱାର ନଥିବା ୧୭୦ ପିଲା ଓ ତାଙ୍କ ପରିବାର ଲୋକେ । ଏଥିପାଇଁ ସେ ବସ୍ତିକୁ ଗାଡ଼ି ପଠାଇ ସେମାନଙ୍କୁ ପାର୍ଟି ସ୍ଥାନକୁ ଆଣିଥିଲେ । ପାର୍ଟିକୁ ଆସିଲେ ଏହି ବସ୍ତି ପିଲାମାନେ ଯେମିତି ସୁନ୍ଦର ଦିଶିବେ ସେଥିପାଇଁ ସେ ସବୁ ପିଲଙ୍କ ପାଇଁ ନୂଆ ଡ୍ରେସ୍ କିଣିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story