ମା’ ହେବେ ୧୧ ବର୍ଷର ବାଳିକା

ଲଣ୍ଡନ: କିଶୋର ବୟସରେ ଗର୍ଭଧାରଣ ।  ବ୍ରିଟେନର ଜଣେ ୧୧ ବର୍ଷର ବାଳିକା ମା’ ହେବ। କଥା ଟା ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ମା’ ଡାକ ଶୁଣିବାକକୁ ଯାଉଥିବା ଏହି ବାଳିକା ଜଣକ ବ୍ରିଟେନର ସର୍ବକନିଷ୍ଟ ବୋଲି କୁହାଯାଉଛି। ପୂର୍ବରୁ ଦୁଇ ହଜାର ଚଉଦରେ ବାର ବର୍ଷର ଜଣେ ନାବାଳିକା ମା’ ହୋଇଥିଲା।  ଆଉ ପିଲା ବାପାର ବୟସ ତେର ଥିଲା ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଗତ ଦଶନ୍ଧିରେ କିଶୋର ଅବସ୍ଥାରେ ଗର୍ଭଧାରଣ […]

minorgirl

minorgirl

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 03:51 PM IST

Sports

Latest News

ଲଣ୍ଡନ: କିଶୋର ବୟସରେ ଗର୍ଭଧାରଣ ।  ବ୍ରିଟେନର ଜଣେ ୧୧ ବର୍ଷର ବାଳିକା ମା’ ହେବ। କଥା ଟା ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ମା’ ଡାକ ଶୁଣିବାକକୁ ଯାଉଥିବା ଏହି ବାଳିକା ଜଣକ ବ୍ରିଟେନର ସର୍ବକନିଷ୍ଟ ବୋଲି କୁହାଯାଉଛି। ପୂର୍ବରୁ ଦୁଇ ହଜାର ଚଉଦରେ ବାର ବର୍ଷର ଜଣେ ନାବାଳିକା ମା’ ହୋଇଥିଲା।  ଆଉ ପିଲା ବାପାର ବୟସ ତେର ଥିଲା ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଗତ ଦଶନ୍ଧିରେ କିଶୋର ଅବସ୍ଥାରେ ଗର୍ଭଧାରଣ କରୁଥିବା ଯୁବତୀଙ୍କ ସଂଖ୍ୟା ଯଥେଷ୍ଟ ହାସ ପାଇଛି।  କିନ୍ତୁ ପଶ୍ଚିମ ୟୁରୋପରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏଠାରେ ନାବାଳିକା ବୟସରେ ମା’ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେବେ ଏକ୍ଷେତ୍ରରେ ରୋମାନିଆ, ବୁଲଗେରିଆ, ସ୍ଲୋଭେକିଆ, ହଙ୍ଗରୀ ଆଦି ରାଷ୍ଟ୍ର ବିଟେନ ଠାରୁ ଆଗରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos