ମଣିଷ ଗଛ- ଦେଖିଲେ ଅଟକି ଯିବେ ଘଡ଼ିଏ

ଆପଣମାନେ ଅନେକ ଗଛ ଦେଖିଥିବେ। ତେବେ ଆମେ ଆଜି ଆପଣମାନଙ୍କୁ ଏକ ଗଛ ସହିତ ପରିଚିତ କରାଇବୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୁଲ୍‌ଗେରିଆର ବାଲ୍‌କନରେ ଏକ ପାହାଡ଼ରେ ଅଛି ଏହି ୬୫ ଫୁଟ୍ ଉଚ୍ଚର ଅଜବଗଜବ ଗଛଟି। ଏହି ଗଛଟି ଦେଖିବାକୁ ମଣିଷ ଭଳି। ଏହାର ହାତ, ଗୋଡ଼ ଓ ମୁଣ୍ଡ ଅଛି। ଯଦି ରାତିରେ ଆପଣ ଏ ଗଛଟିକୁ ଦେଖିବେ, ତା’ହେଲେ ଡରି ଯିବେ। ଗଛଟିର ଆକୃତି ଏମିତି କାହିଁକି ହୋଇଛି ତାର […]

treeman

treeman

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 11:07 AM IST

Sports

Latest News

ଆପଣମାନେ ଅନେକ ଗଛ ଦେଖିଥିବେ। ତେବେ ଆମେ ଆଜି ଆପଣମାନଙ୍କୁ ଏକ ଗଛ ସହିତ ପରିଚିତ କରାଇବୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବୁଲ୍‌ଗେରିଆର ବାଲ୍‌କନରେ ଏକ ପାହାଡ଼ରେ ଅଛି ଏହି ୬୫ ଫୁଟ୍ ଉଚ୍ଚର ଅଜବଗଜବ ଗଛଟି। ଏହି ଗଛଟି ଦେଖିବାକୁ ମଣିଷ ଭଳି। ଏହାର ହାତ, ଗୋଡ଼ ଓ ମୁଣ୍ଡ ଅଛି। ଯଦି ରାତିରେ ଆପଣ ଏ ଗଛଟିକୁ ଦେଖିବେ, ତା’ହେଲେ ଡରି ଯିବେ।

ଗଛଟିର ଆକୃତି ଏମିତି କାହିଁକି ହୋଇଛି ତାର କାରଣ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos