ଟାର୍ଗେଟ ପୂରଣ ନ ହେବାରୁ ମିଳିଲା ଦଣ୍ଡ, ପାଇଖାନା ପାଣି ପିଇଲେ କର୍ମଚାରୀ

ଚାକିରି କ୍ଷେତ୍ରରେ କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ କିଛି ଟାର୍ଗେଟ୍‌ ପୂରଣ କରିବାକୁ ଦେଇଥାନ୍ତି। କର୍ମଚାରୀମାନେ ମଧ୍ୟ ଏହି ଟାର୍ଗେଟ୍‌ ପୂରଣ କରିବାକୁ ଦିନରାତି ଏକ କରି ଦେଇଥାନ୍ତି। କେତେବେଳେ ଟାର୍ଗେଟ୍‌ ପୂରଣ ହୋଇଥାଏ ତ ଆଉ କେତେବେଳେ ହୋଇ ନଥାଏ। ଯଦି ଟାର୍ଗେଟ୍‌ ପୂରଣ ନ ହୁଏ କମ୍ପାନୀ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଥାନ୍ତି ଅଥବା ଦରମା କାଟ କରିଥାନ୍ତି। ହେଲେ କେବେ ଶୁଣିଛନ୍ତି ଟାର୍ଗେଟ୍‌ ପୂରଣ ନହେଲେ କର୍ମଚାରୀଙ୍କୁ ପାଇଖାନାର […]

chinna

chinna

Rakesh Mallick
  • Published: Monday, 07 August 2017
  • Updated: 07 August 2017, 09:19 PM IST

Sports

Latest News

ଚାକିରି କ୍ଷେତ୍ରରେ କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ କିଛି ଟାର୍ଗେଟ୍‌ ପୂରଣ କରିବାକୁ ଦେଇଥାନ୍ତି। କର୍ମଚାରୀମାନେ ମଧ୍ୟ ଏହି ଟାର୍ଗେଟ୍‌ ପୂରଣ କରିବାକୁ ଦିନରାତି ଏକ କରି ଦେଇଥାନ୍ତି। କେତେବେଳେ ଟାର୍ଗେଟ୍‌ ପୂରଣ ହୋଇଥାଏ ତ ଆଉ କେତେବେଳେ ହୋଇ ନଥାଏ। ଯଦି ଟାର୍ଗେଟ୍‌ ପୂରଣ ନ ହୁଏ କମ୍ପାନୀ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଥାନ୍ତି ଅଥବା ଦରମା କାଟ କରିଥାନ୍ତି। ହେଲେ କେବେ ଶୁଣିଛନ୍ତି ଟାର୍ଗେଟ୍‌ ପୂରଣ ନହେଲେ କର୍ମଚାରୀଙ୍କୁ ପାଇଖାନାର ପାଣି ପିଆଇବା କଥା। ଏପରି ଏକ ଘୃଣ୍ୟ ଦଣ୍ଡ ଚୀନ୍‌ରେ ଦୁଇଜଣ କର୍ମଚାରୀଙ୍କୁ ଦିଆଯାଇଛି। ଏହା ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ଏମିତି ଘଟଣା ଘଟିଛି ଗୁଆଙ୍ଗାନ ସହରରେ।

ଚୀନ୍‌ର ଏକ ଓ୍ୱେବସାଇଟ ‘ସାଙ୍ଘାଇଲିଷ୍ଟ’ରୁ ମିଳିଥିବା ଖବର ଅନୁଯାୟୀ ଗୁଆଙ୍ଗାନ ସହରରେ ଏକ କମ୍ପାନୀ ତା’ର ଦୁଇ କର୍ମଚାରୀଙ୍କ ସହ ଏପରି ଘୃଣ୍ୟ ବ୍ୟବହାର କରିଛି। କର୍ମଚାରୀଙ୍କୁ କମ୍ପାନୀରେ ଥିବା ପାଇଖାନାର ପାଣି ପିଇବାକୁ ବାଧ୍ୟ କରାଯାଇଛି। କାମରେ ସେମାନଙ୍କର ପ୍ରଦର୍ଶନ ଭଲ ନଥିବାରୁ କମ୍ପାନୀ ଏଭଳି କରିଛି ବୋଲି ଅଭିଯୋଗ ହୋଇଛି। ଏହି କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି।

ସୋସିଆଲ ମିଡିଆରେ ଆସିଥିବା ଫଟୋରେ କର୍ମଚାରୀ ଦ୍ୱୟ ପାଇଖାନାର ପାଣି ପିଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ କର୍ମଚାରୀମାନେ କମ୍ପାନୀର ଆଇକାର୍ଡ ବି ପକାଇଛନ୍ତି। ପାଇଖାନାର ପାଣି ପିଇବା ପରେ ମହିଳା କର୍ମଚାରୀ ଜଣଙ୍କ ଡାଇରିଆରେ ପୀଡିତ ଅଛନ୍ତି ବୋଲି ଜଣାପଡିଛି।

ତେବେ ଏପରି ଅଭିଯୋଗକୁ କମ୍ପାନୀ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବଦନାମ କରିବାକୁ ଏପରି ମିଥ୍ୟା ପ୍ରଚାର କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story