ସବୁଠୁ ମହଙ୍ଗା କଫି: ଦାମ ଶୁଣିଲେ ଟେରା ହୋଇଯିବେ

କଫି ଆପଣ ପ୍ରିୟ କି ? ଯଦି ହଁ ତେବେ ଆପଣଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ କଫି ହଁ ପସନ୍ଦ ଥିବ। ଏହାର ମୂଲ୍ୟ କେଜି ପ୍ରତି କେତେ ହେବ ଆପଣ କାଣିଥିବେ। ହେଲେ କୌଣସି କଫିର ମୂଲ୍ୟ କେଜିକୁ ପ୍ରାୟ ୫୦,୦୦୦ ଟଙ୍କା ବୋଲି କେବେ ଶୁଣିଛନ୍ତି। ଆଜ୍ଞା ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏପରି କଫି ମିଳୁଛି ଓ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ କେଜି ପ୍ରତି ୪୪,୮୦୦ ଟଙ୍କା। ଆମେ କହୁଛୁ ଦୁନିଆର ସବୁଠୁ […]

coffey

coffey

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 08:01 PM IST

Sports

Latest News

କଫି ଆପଣ ପ୍ରିୟ କି ? ଯଦି ହଁ ତେବେ ଆପଣଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ କଫି ହଁ ପସନ୍ଦ ଥିବ। ଏହାର ମୂଲ୍ୟ କେଜି ପ୍ରତି କେତେ ହେବ ଆପଣ କାଣିଥିବେ। ହେଲେ କୌଣସି କଫିର ମୂଲ୍ୟ କେଜିକୁ ପ୍ରାୟ ୫୦,୦୦୦ ଟଙ୍କା ବୋଲି କେବେ ଶୁଣିଛନ୍ତି। ଆଜ୍ଞା ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏପରି କଫି ମିଳୁଛି ଓ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ କେଜି ପ୍ରତି ୪୪,୮୦୦ ଟଙ୍କା। ଆମେ କହୁଛୁ ଦୁନିଆର ସବୁଠୁ ମହଙ୍ଗା କଫି ‘କୋପି ଲୁୱାକ୍’ ବିଷୟରେ। ଯାହା କେବଳ ଇଣ୍ଡୋନେସିଆରେ ମିଳିଥାଏ।

ଏତେ ଦାମ ହୋଇଥିଲେ ମଧ୍ୟ ଏହି କଫିର ଡିମାଣ୍ଡ ବିଶ୍ୱ ଦରବାରରେ ବହୁତ ରହିଛି। କଫି ପିଇବାକୁ ବିଭିନ୍ନ ଦେଶରୁ ଲୋକେ ଏଠାକୁ ଆସିଥାନ୍ତି। କୁହାଯାଏ ଏହି କଫିକୁ ଯିଏ ଥରେ ପିଇଛି ତାକୁ ଅନ୍ୟ କୌଣସି କଫି ଭଲ ଲାଗିବ ନାହିଁ। ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗୁଥିବା ଏହି କଫିର ଉତ୍ପାଦନ ପ୍ରକ୍ରିୟା ମଧ୍ୟ ଆଶ୍ଚର୍ଯ୍ୟ କରିବା ଭଳି।

ଏହି କଫିର ଉତ୍ପାଦନ ଜଙ୍ଗଲୀ ରେଡ୍ କଫି ବିନ୍ସରୁ ହୋଇଥାଏ। ଯାହାକି ଏସିୟାନ୍ ପାମ୍ ସିୱେଟ୍ ନାମକ ଏକ ବଣୁଆା ଜୀବର ମଳରୁ ବାହାରିଥାଏ। କଥାଟି ହେଉଛ, ଏହି ଏସିୟାନ୍ ପାମ୍ ସିୱେଟ୍ ଜୀବଟି ଜାମୁକୋଳି ଜାତୀୟ ଫଳ ଖାଇଥାଏ। ଯାହାର ମଞ୍ଜିକୁ ସେ ହଜମ କରିପାରେ ନାହିଁ ଏବଂ ମଳରେ ମଞ୍ଜିଟି ବାହାରକୁ ବାହାରି ଯାଇଥାଏ। ଏହା ଏକ ବିନ୍ସ୍ ଆକାରରେ ବାହାରିଥାଏ। ଏହାପରେ ଏହାକୁ ସୁଖାଇ ‘କୋପି ଲୁୱାକ୍’ କଫି ତିଆରି କରାଯାଇଥାଏ। ଏହି କଫି ଦୁର୍ଲଭ ହୋଇଥିବାରୁ ଏହାର ଦାମ୍ ବହୁତ ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story