ଏହି ସହରକୁ ଆସନ୍ତି ନାହିଁ ଯମଦୂତ, ୭୦ ବର୍ଷ ହେଲାଣି କାହାରି ହୋଇନି ମୃତ୍ୟୁ

ନରୱେ: ମଣିଷଟିଏ ଜନ୍ମ ହେଲେ ତାର ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଦେଶ ସମ୍ପର୍କରେ କହିବୁ ଏଠାରେ ୭୦ ବର୍ଷ ହେବ କାହାର ବି ମୃତ୍ୟୁ ହୋଇ ନାହିଁ। ନରୱେ ଦେଶରେ ରହିଛି ଲାଗ୍‌ଇୟରବେନ୍‌ ସହର। ଆଜିକୁ ୭୦ ବର୍ଷ ହେବ ଏହି  ସହରରେ କୌଣସି ବ୍ୟକ୍ତିର ମୃତ୍ୟୁ ଘଟିନାହିଁ। ଆପଣଙ୍କୁ ଏହା ବିଶ୍ୱାସ ଲାଗୁ ନଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଠାକାର ପ୍ରଶାସନ ମୃତ୍ୟୁ […]

death

death

Rakesh Mallick
  • Published: Friday, 05 May 2017
  • Updated: 05 May 2017, 10:07 AM IST

Sports

Latest News

ନରୱେ: ମଣିଷଟିଏ ଜନ୍ମ ହେଲେ ତାର ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଦେଶ ସମ୍ପର୍କରେ କହିବୁ ଏଠାରେ ୭୦ ବର୍ଷ ହେବ କାହାର ବି ମୃତ୍ୟୁ ହୋଇ ନାହିଁ। ନରୱେ ଦେଶରେ ରହିଛି ଲାଗ୍‌ଇୟରବେନ୍‌ ସହର। ଆଜିକୁ ୭୦ ବର୍ଷ ହେବ ଏହି  ସହରରେ କୌଣସି ବ୍ୟକ୍ତିର ମୃତ୍ୟୁ ଘଟିନାହିଁ। ଆପଣଙ୍କୁ ଏହା ବିଶ୍ୱାସ ଲାଗୁ ନଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଠାକାର ପ୍ରଶାସନ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରାୟ ୨୦୦୦ ଲୋକେ ରହୁଥିବା ଏହି ସହରରେ ମୃତ୍ୟୁ ପାଇଁ କାହାକୁ ଅନୁମତି ଦିଆଯାଇ ନାହିଁ। ମୃତ୍ୟୁ ପାଇଁ ପ୍ରଶାସନ ବ୍ୟାନ୍‌ କରିବା ପରେ ଏହି ସହରରେ ଆଜି ପର୍ଯ୍ୟନ୍ତ କାହାର ମୃତ୍ୟୁ ଘଟି ନାହିଁ। ପ୍ରଶାସନ କରିଥିବା ବ୍ୟାନ୍‌ ଉପରେ ରହିଛି କିଛିଟା ରହସ୍ୟ।

ଏଠାରେ ଅଧିକ ଥଣ୍ଡା ହେଉଥିବାରୁ ଶବ ଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ହୁଏ ନାହିଁ। ଏକ ଗବେଷଣାରୁ ଜଣାପଡ଼ିଛି ୧୯୧୭ ମସିହାରେ ଇନ୍‌ଫ୍ଲୁଏଞ୍ଜା କାରଣରୁ ଜଣେ ବ୍ୟକ୍ତିର ଏଠାରେ ମୃତ୍ୟୁ ଘଟିଥିଲା। ବର୍ଷ ବର୍ଷ ଧରି ଏହି ଶବରେ ଇନ୍‌ଫ୍ଲୁଏଞ୍ଜାର ଭୂତାଣୁ ଯେମିତିକୁ ସେମିତି ରହିଥିଲେ। ଏଣୁ ସଂକ୍ରମଣ ଯୋଗୁଁ ଯେପରି ଅନ୍ୟମାନେ ରୋଗାଗ୍ରସ୍ତ ନ ହେବେ ସେଥିପାଇଁ ଏଠାରେ ମୃତ୍ୟୁ ଉପରେ ରୋକ ଲଗାଯାଇଥିଲା। କଟକଣା ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ଏ ସହରରେ ମୃତ୍ୟୁ ହେବ ନାହିଁ। ମୃତ୍ୟୁ ପୂର୍ବରୁ ସମସ୍ତଙ୍କୁ ହେଲିକପ୍ଟର ଦ୍ୱାରା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଏ। ସେଠାରେ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story