ମାଆ ଦେଇଦେଲା ମାତୃତ୍ୱ: ଝିଅକୁ କାହିଁକି କଲେ ଗର୍ଭଦାନ ?

ପୁଣେ: ଆଜିର ଦିନରେ ପଇସା ଦେଲେ ଭଡ଼ାରେ ମିଳୁଛି ଗର୍ଭ। ସରୋଗେସି ମଦର ନାଁରେ ଚାଲିଛି ବ୍ୟବସାୟ। ହେଲେ କେବେ ଭାବିଛନ୍ତି ଜଣେ ମାଆ ନିଜ ଗର୍ଭକୁ ନିଜ ଝିଅକୁ ଦାନ କରି ଦେବା କଥା। ଏକଥା ସମ୍ଭବ ହୋଇ ପାରିଛି ବିଜ୍ଞାନ ଯୋଗୁଁ। କୁହାଯାଏ ନାରୀ ଜୀବନର ସବୁଠାରୁ ବଡ଼ ପରିଚୟ ହେଉଛି ତା ମାତୃତ୍ୱ। ହେଲେ ଜନ୍ମରୁ ସେ ପରିଚୟରୁ ବଂଚିତା ଥିଲା ଝିଅଟିଏ। ଆଉ ମାଆ ଏବେ ଝିଅକୁ ଦେଇଛି ମାଆ ହେବାର […]

womb-transplant

womb-transplant

Rakesh Mallick
  • Published: Monday, 22 May 2017
  • Updated: 22 May 2017, 08:07 PM IST

Sports

Latest News

ପୁଣେ: ଆଜିର ଦିନରେ ପଇସା ଦେଲେ ଭଡ଼ାରେ ମିଳୁଛି ଗର୍ଭ। ସରୋଗେସି ମଦର ନାଁରେ ଚାଲିଛି ବ୍ୟବସାୟ। ହେଲେ କେବେ ଭାବିଛନ୍ତି ଜଣେ ମାଆ ନିଜ ଗର୍ଭକୁ ନିଜ ଝିଅକୁ ଦାନ କରି ଦେବା କଥା। ଏକଥା ସମ୍ଭବ ହୋଇ ପାରିଛି ବିଜ୍ଞାନ ଯୋଗୁଁ। କୁହାଯାଏ ନାରୀ ଜୀବନର ସବୁଠାରୁ ବଡ଼ ପରିଚୟ ହେଉଛି ତା ମାତୃତ୍ୱ। ହେଲେ ଜନ୍ମରୁ ସେ ପରିଚୟରୁ ବଂଚିତା ଥିଲା ଝିଅଟିଏ। ଆଉ ମାଆ ଏବେ ଝିଅକୁ ଦେଇଛି ମାଆ ହେବାର ସୌଭାଗ୍ୟ। ଅନ୍ୟପକ୍ଷରେ ଯେଉଁ ଗର୍ଭରେ ୧୦ ମାସ ୧୦ ଦିନ ରହିଥିଲା ସେହି ଗର୍ଭକୁ ଝିଅଟି ମାଆ ଠାରୁ ଦାନସୂତ୍ରରେ।

କେଉଁଠୁ ଆସିଛି ଏ ଖୁସି ଖବର

୧୮ ତାରିଖରେ ପୁନେ  ଗାଲାକ୍ସି ଲାପ୍ରୋସ୍କୋପି ଇନଷ୍ଟିଚ୍ୟୁଟରେ ସୋଲାପୁରର ଜଣେ ୨୧ ବର୍ଷୀୟା ମହିଳାଙ୍କର ଗର୍ଭସ୍ଥାପନ କରାଯାଇଛି।  ଏହି ମହିଳାଜଣଙ୍କୁ ତାଙ୍କର ମାଆାଙ୍କ ଗର୍ଭ ଦିଆଯାଇଛି। ଏହି ସର୍ଜରିଟି  ଅଂକୋସର୍ଜନ ଶୈଳେ ପଂଟମ୍ବେକର ୧୧ ଜଣ ସର୍ଜନଙ୍କ ସହ ମିଶି କରିଥିଲେ। ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି। ସେ ବର୍ତ୍ତମାନ ନିଜ ହାତରେ ଖାଇବା ପିଇବା ମଧ୍ୟ କରୁଛନ୍ତି। ତାଙ୍କ ମାଆ ମଧ୍ୟ ସୁସ୍ଥ ଅଛନ୍ତି।

ଭାରତରେ ଏପରି ୟୁଟ୍ରିୟସ ଟ୍ରାନ୍ସଫର ପ୍ରଥମ ଘଟଣା।

ଏହାର ଠିକ ଦିନକ ପରେ ବରଦାର ଜଣେ ମହିଳାଙ୍କର ଏହି ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସେ ମଧ୍ୟ ସୁସ୍ଥ ଥିବାର ଜଣା ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story